ଦେଶରେ ଉପରମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବଢିଲା ୩ହଜାର ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ କରୋନା ଗ୍ରାଫ। ୨୪ ଘଣ୍ଟାରେ ବଢିଲା ୩ହଜାର ମାମଲା। ଦିନକରେ କରୋନାରେ ସଂକ୍ରମିତ ହୋଇଛନ୍ତି ୪୧ହଜାର ୧୯୫। ଆଜିକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୦ଲକ୍ଷ ୭୭ହଜାର ୭୦୬ରେ ପହଞ୍ଚିଛି।

ଗତକାଲି କରୋନା ମାମଲା ଥିଲା ୩୮ହଜାର ୩୫୩। ଦିନକରେ ମୃତ୍ୟୁବରଣ କରିଛନ୍ତି ୪୯୦ ଜଣ। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୯ହଜାର ୬୬୯ ପହଞ୍ଚିଛି।

Leave A Reply

Your email address will not be published.