କମୁଛି ଦୈନିକ ମୃତ୍ୟୁ ସଂଖ୍ଯା: ଦେଶରେ ଗତ ୨୪ ଘଣ୍ଟାରେ ୮୧୭ କରୋନା ଆକ୍ରାନ୍ତଙ୍କ ଗଲା ଜୀବନ

ନୂଆଦିଲ୍ଲୀ(କେନ୍ଯୁଜ୍): ଦେଶରେ କମୁଛି ଦୈନିକ କରୋନା ମୃତ୍ୟୁ। ଗତ ୨୪ ଘଣ୍ଟାରେ ୮୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିନକରେ ଆଉ ୪୫ ହଜାର ୯୫୧ ପଜିଟିଭ୍‌ ଚିହ୍ନଟ ହୋଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩ଲକ୍ଷ ୬୨ହଜାର ୮୪୮ରେ ପହଞ୍ଚିଛି।

ମୃତ୍ୟୁ ସଂଖ୍ୟା ୩ଲକ୍ଷ ୯୮ହଜାର ୪୫୪କୁ ବୃଦ୍ଧି ହୋଇଛି। ମୋଟ ସୁସ୍ଥ ହେଲେଣି ୨କୋଟି ୯୪ଲକ୍ଷ ୨୭ ହଜାର ୩୩୦ । ଆକ୍‌ଟିଭ୍‌ କେସ୍‌ ରହିଛି ୫ଲକ୍ଷ ୩୭ହଜାର ୬୪।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.