କରୋନା ଭାଇରସ

ମଜ୍‌ଦୁରି ପାଇଁ ଯାଇ ଫସିଗଲେ : ଅମୃତସରରୁ ଚାଲିଲେଣି ୬ ଦିନରେ ୨୭୭ କି.ମି ଘର ଯାଏ ଚାଲିବେ ଆହୁରି ୬୦୦ କି.ମି

କରୋନା ଭାଇରସ ପାଇଁ ସାରା ଭାରତ ଏବେ ଲକ୍‌ଡାଉନ୍‌ । ବିଭିନ୍ନ କାମ ଧନ୍ଦାରେ ଲୋକେ ବାହାରକୁ ଯାଇ ଫସି ଯାଇଛନ୍ତି । ଟ୍ରେନ୍‌, ବସ୍‌ ଓ ବିଭିନ୍ନ ଗାଡ଼ି ଚଳାଚଳ ବନ୍ଦ ହେବା ପରେ ଲୋକେ ଆଉ ଫେରି ପାରିନାହାଁନ୍ତି ଘରକୁ ।

ଦେଶର ବିଭିନ୍ନ ସ୍ଥାନରେ ଅଟକି ଯାଇଥିବା ଏହି ଶ୍ରମଜୀବୀମାନେ ଭୋକ ଉପାସରେ କାଳ କାଟୁଥିବାରୁ ଘରକୁ ଫେରିବାକୁ ଶ୍ରେୟ ମଣିଛନ୍ତି । ଫଳରେ ଅନ୍ୟ ଉପାୟ ନପାଇ ଚାଲି ଚାଲି ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ଜଣାଯାଇଛି,ଏକ ୧୬ ଜଣିଆ ଗ୍ରୁପ୍‌ ପଞ୍ଜାବର ଅମୃତସରରୁ ପାଦରେ ଚାଲି ଚାଲି ୬ ଦିନ ପରେ ରବିବାର ପହଞ୍ଚିଛନ୍ତି ରାଜସ୍ଥାନର ସାଦ୍ରୁଲ ସହରରେ ।

ଏବେ ଏହି ଲୋକମାନଙ୍କୁ ନିଜର ଗାଁ ଗଙ୍ଗାପୁରରେ ପହଞ୍ଚିବାକୁ ଆହୁରି ୬୦୦ କିଲୋମିଟର ଯିବାକୁ ହେବ । ଲକ୍‌ଡାଉନ ପ୍ରଭାବକୁ ବଳବତ୍ତର କରିବାକୁ ଏବେ ସରକାର ସମସ୍ତ ଜିଲ୍ଲା ଓ ରାଜ୍ୟ ସୀମା ସିଲ୍‌ କରିବାକୁ ଘୋଷଣା କରିଛନ୍ତି । ଫଳରେ ଏହି ଲୋକମାନେ ଏବେ ଜଙ୍ଗଲ ଦେଇ ନିଜର ଯାତ୍ରା ସ୍ଥିର କରିଥିବା ଜଣାଯାଇଛି ।

Niharanjan

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

23 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

32 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago