ଦୁଇ ଦିନ ପାଇଁ ନୂଆଦିଲ୍ଲୀ ସ୍ଥିିତ ନୀତି ଆୟୋଗ ଅଫିସ୍‌ ସିଲ୍‌, ଜଣେ ଅଫିସର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ନିଆଗଲା ପଦକ୍ଷପ

ନୂଆଦିଲ୍ଲୀ: ଦୁଇ ଦିନ ପାଇଁ ନୂଆଦିଲ୍ଲୀ ସ୍ଥିିତ ନୀତି ଆୟୋଗ ଅଫିସ୍‌ ସିଲ୍‌ । ନୀତି ଆୟୋଗର ଜଣେ ଅଫିସର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଅଫିସ୍‌କୁ ସିଲ୍‌ କରାଯାଇଛି । ଆବଶ୍ୟକ ପ୍ରୋଟୋକଲ୍‌ ଅନୁସରଣ କରାଯିବ । ଏହା ସହ ଦୁଇ ଦିନ ଭିତରେ ଅଫିସ୍‌କୁ ବିଶୋଧନୀକରଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.