ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ସଂକ୍ରମିତ ଜଣଙ୍କ ୧୮ ବର୍ଷୀୟ ଯୁବକ

ଗଞ୍ଜାମ: ଗଞ୍ଜାମରେ ଚିନ୍ତା ବଢାଉଛନ୍ତି ସୁରତ ଫେରନ୍ତା । ଆଜି ଚିହ୍ନଟ ହୋଇଥିବା ଆଉ ଜଣେ ଆକ୍ରାନ୍ତ ସୁରତ ଫେରନ୍ତା । ଆକ୍ରାନ୍ତ ଜଣଙ୍କ ୧୮ ବର୍ଷୀୟ ଯୁବକ । ସେ ସୁରତରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ । ତାଙ୍କ ନମୁନା ପଜିଟିଭ୍‌ ବାହାରିଛି । ଜିଲ୍ଲାରେ ଚିହ୍ନଟ ହୋଇଥିବା ତିନି ଜଣ ଯାକ ଆକ୍ରାନ୍ତ ସୁରତରୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.