ରାଜ୍ୟ ପାଇଁ ବଡ଼ ଆଶ୍ୱସ୍ତି: ଖସିଲା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ଗଲା ୬ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ପାଇଁ ବଡ଼ ଆଶ୍ୱସ୍ତି। ଏକକ ସଂଖ୍ୟାକୁ ଖସିଲା ମୃତ୍ୟୁସଂଖ୍ୟା। ଗତ ୨୪ ଘଣ୍ଟାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ୫୩ଜଣଙ୍କ ଜୀବନ ନେଇଥିଲା ଭାଇରସ୍‌। ଦୀର୍ଘ ୨, ୩ ମାସ ହେଲା ମୃତ୍ୟୁ ସଂଖ୍ୟା ୫୦ରୁ ୬୦ ମଧ୍ୟରେ ରହୁଥିଲା।

ଗତ ୨୪ ଘଣ୍ଟାରେ ୭୫୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ପଜିଟିଭ ହାର ରହିଛି ୧.୧୩ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୨୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.