କରୋନା ଟେଷ୍ଟିଂ ପୁଣି ରେକର୍ଡ କଲା ଓଡିଶା, ୨୪ ଘଣ୍ଟାରେ ସର୍ବାଧିକ ୪୭ହଜାର ୭ଶହ କୋଭିଡ ଟେଷ୍ଟ

ଭୁବନେଶ୍ବର: କରୋନା ଟେଷ୍ଟିଂ ପୁଣି ରେକର୍ଡ କଲା ଓଡିଶା। ଗତ ୨୪ ଘଣ୍ଟାରେ ସର୍ବାଧିକ ୪୭ହଜାର ୭ଶହ କୋଭିଡ ଟେଷ୍ଟ ହୋଇଛି । RTPCR, ଆଣ୍ଟିଜେନ୍‌ ଓ ଟ୍ରୁନାଟ ଟେଷ୍ଟ କରାଯାଇଛି । ଦୁଇ ଦିନ ହେବ ୪୦ ହଜାର ଉପରେ ଟେଷ୍ଟିଂ କରାଯାଉଛି । ପ୍ରଥମେ ୪୨ ହଜାର ୭୬୧ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ତାପୂର୍ବ ଦିନ ୪୦ ହଜାର ୭୧୧ ନମୁନା ପରୀକ୍ଷା କରାଯାଇଥିଲା । ନମୁନା ପରୀକ୍ଷାରେ ଓଡ଼ିଶା ୫ ନମ୍ବର ସ୍ଥାନରେ ରହିଛି । ଅଗଷ୍ଟ ୨୦ ଭିତରେ ୫୦ହଜାର ଟେଷ୍ଟିଂ କରାଯିବାକୁ ଲକ୍ଷ୍ଯ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.