ରମଜାନ୍ ପାଇଁ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ୍ ଡିଜି ଅଭୟ

ଭୁବନେଶ୍ବର: ରମଜାନ୍ ପାଇଁ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ୍ ଡିଜି ଅଭୟ । ଏହି ପବିତ୍ର ମାସ ହେଉଛି ଦୟା,କ୍ଷମା ଓ ମାନବିକତାର ମାସ। କରୋନା ପରିସ୍ଥିତି ଯୋଗୁଁ ସାମାଜିକ ଦୂରତା ରକ୍ଷା କରିବା ସହିତ ରିତୀନିତୀରେ ପବିତ୍ର ରମଜାନ୍ ପାଳନ କରିବାକୁ ସେ ଆହ୍ବାନ କରିଛନ୍ତି । ରୋଜା ଭାଙ୍ଗିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ନିହାତୀ ଜରୁରୀ ବୋଲି ସେ କହିଛନ୍ତି ।

dgଏହା ପୂର୍ବରୁ ଓଡିଶା ପୋଲିସର ଭାଇ ଭଉଣୀ ମାନଙ୍କ ଆତ୍ମ ବିଶ୍ବାସକୁ ବଢାଇବା ପାଇଁ ନିକଟରେ ଡିଜି ଅଭୟ ଏକ ବାର୍ତ୍ତା ଦେଇଥିଲେ । ଯେଉଁଥିରେ ଏହି କରୋନା ଲକ୍ ଡାଉନ୍ ସମୟରେ ପୋଲିସ୍ ଭାଇ ଭଉଣୀଙ୍କ କଠିନ ପରିଶ୍ରମକୁ ସେ ଖୁବ୍ ପ୍ରଶଂସା କରିଥିଲେ ।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.