ଏଣିକି ୪୦୦ ଟଙ୍କାରେ ହେବ ଆରଟିପିସିଆର ଟେଷ୍ଟ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: ଏଣିକି ୪୦୦ ଟଙ୍କାରେ ହେବ ଆରଟିପିସିଆର ଟେଷ୍ଟ । ଘରୋଇ ଲାବୋରେଟୋରୀ ବା ଘରୋଇ ହସପିଟାଲରେ ୪୦୦ ଟଙ୍କାରେ ହେବ କରୋନା ଆରଟିପିସିଆର ଟେଷ୍ଟ ।

ପରୀକ୍ଷା ପାଇଁ ଘରୋଇ ଡାକ୍ତରଖାନା ନେଇ ପାରିବେନି ଅଧିକ ଟଙ୍କା । ପୂର୍ବରୁ ଦେବାକୁ ପଡ଼ୁଥିଲା ୧୨୦୦ ଟଙ୍କା । ୨୨୦୦ ଟଙ୍କାରୁ ୧୨୦୦ ଟଙ୍କା କରିଥିଲେ ରାଜ୍ୟ ସରକାର । ଏବେ କରୋନା ପାଇଁ ଆରଟିପିସିଆର ଟେଷ୍ଟ ବାବଦରେ GST ସହ ପଡିବ ୪୦୦ ଟଙ୍କା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ନିର୍ଦ୍ଦେଶନାମା ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.