ସମ୍ବଲପୁର ପୌରପରିଷଦ ଅଞ୍ଚଳର ୧୦ଟି ସ୍ଥାନରେ ପୁଣି ୧୪୪ଧାରା, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୬ ଯାଏ ବଳବତ୍ତର ରହିବ କଟକଣା

ସମ୍ବଲପୁର: ସମ୍ବଲପୁର ପୌରପରିଷଦ ଅଞ୍ଚଳର ୧୦ଟି ସ୍ଥାନରେ ପୁଣି ୧୪୪ଧାରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରର ବଡ଼ବଜାରର ହଟଲି ଛକ , ହୀରାକୁଦ କଲୋନୀ, ଝାଡୁଆପଡା,ପାଞ୍ଚଗଛିଆର ହରଗୌରୀପଡା, ଜଗନ୍ନାଥ କଲେନୀ, ହାଉସିଂବୋର୍ଡ କଲେନୀ, ଧନୁପାଲି, ମୋତିଝରଣ, ବାରେଇପାଲି, କଂସାରିପଡା ଏହି ସ୍ଥାନ ମାନଙ୍କରେ ୧୪୪ ଧାରା ଲାଗୁ କରାଯାଇଛି । ଏହା ଅଗଷ୍ଟ ୧୬ ତାରିଖ ଯାଏ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସବଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.