ଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ: ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ରି ଯାଏ କଟକଣା ବଳବତ୍ତର

ନବରଙ୍ଗପୁର: ଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ । ସକାଳ ୫ଟାରୁ ଜିଲ୍ଲାରେ ସଟ୍‌ଡାଉନ ଲାଗୁ ହୋଇଛି । ୨୨ ତାରିଖ ମଧ୍ୟରାତ୍ରି ଯାଏ ସଟ୍‌ଡାଉନ ବଳବତ୍ତର ରହିବ । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ । କେବଳ କ୍ଷୀର, ପରିବା, ଗ୍ରୋସରୀ ଦୋକାନ ଖୋଲାରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.