ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ନିଯୁକ୍ତ ହେଲେ ୬ ଜଣ ଆଇଏଏସ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ୬ ଜଣ ଆଇଏଏସ୍‌ ନିଯୁକ୍ତ । ଅତିରକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ପାହ୍ୟାର ୬ ଜଣ ଅଧିକାରୀ ବିଏମ୍‌ସର ତିନିଟି ଜୋନ୍‌ ଦାୟିତ୍ୱରେ ରହିବେ । ରଞ୍ଜନା ଚୋପ୍ରା, ବିଷ୍ଣୁପଦ ସେଠୀ, ଏସ୍‌କେ ଲୋହାନୀ, ଶାଶ୍ୱତ ମିଶ୍ର, ଅଶୋକ କୁମାର ମୀନା ଓ ଭାସ୍କରଜ୍ୟୋତି ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.