ଦେଶରେ ରେଡ୍‌ ଜୋନ୍‌ରେ ଥିବା ୧୩୦ଟି ଜିଲ୍ଲାର ପ୍ରକାଶ ପାଇଲା ତାଲିକା, ସେଥିରୁ ଓଡ଼ିଶାର ୩ଟି ଜିଲ୍ଲା ସାମିଲ୍

ଭୁବନେଶ୍ବର: ରେଡ୍‌ ଜୋନ୍‌ରେ ଦେଶର ୧୩୦ ଜିଲ୍ଲା। ଦେଶର ମୋଟ ୭୩୩ ଜିଲ୍ଲାକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ରେଡ୍‌ ଜୋନ୍‌ରେ ଦେଶର ୧୩୦ , ଅରେଞ୍ଜ ଜୋନ୍‌ରେ ୨୮୪ ଓ ଗ୍ରୀନ୍‌ ଜୋନ୍‌ରେ ମୋଟ ୩୧୯ ଜିଲ୍ଲା ରହିଛନ୍ତି। ରେଡ୍‌ ଜୋନ୍‌ରେ ଓଡ଼ିଶାର ୩ଟି ଜିଲ୍ଲା ରହିଛି।

odisha red zoneଅରେଞ୍ଜ ଜୋନ୍‌ରେ ୬ ଓ ଗ୍ରୀନ୍‌ ଜୋନ୍‌ରେ ୨୧ ଜିଲ୍ଲା ରହିଛନ୍ତି। ରେଡ ଜୋନ ତାଲିକାରେ ଅଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା । ସେହିପରି ଖୋର୍ଦ୍ଧା, ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲା ଅରେଞ୍ଜ ଜୋନ ଲିଷ୍ଟରେ ଅଛନ୍ତି । ଏହି ୮ଟି ଜିଲ୍ଲାକୁ ଛାଡି ରାଜ୍ୟର ଅନ୍ୟ ୨୧ଟି ଜିଲ୍ଲା ଗ୍ରୀନ୍‌ ଜୋନରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.