ଆଜି ରାଜ୍ୟର ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଧିମେଇଲା ଟିକାକରଣ। ଆଜି ରାଜ୍ୟର ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଓ ସୋନପୁରରେ ବନ୍ଦ ରହିବ ଟିକାକରଣ ।

ସେହିଭଳି ନବରଙ୍ଗପୁର, ନୂଆପଡା ଓ ରାୟଗଡାରେ ମଧ୍ୟ ଆବଶ୍ୟକ ଟିକା ନଥିବାରୁ ଟିକାକରଣ ହେବନି । ଗତକାଲି ୧୭ଟି ଜିଲ୍ଲାରେ ଭ୍ୟାକ୍ସିନେସନ ବନ୍ଦ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.