କରୋନା ଭାଇରସ

ଜାଣନ୍ତୁ କରୋନା ଭ୍ୟାକ୍‌ସିନ୍‌ର ପ୍ରସ୍ତୁତି କେଉଁ ପର୍ଯ୍ୟାୟରେ, କେବେ ଆସିବ ବଜାରକୁ

କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତିରେ ପ୍ରାୟ ୭୫ରୁ ଅଧିକ ଦେଶ ଲାଗିଛନ୍ତି । କାହାର ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କିଛି ଦେଶ ଫେଜ୍‌ ୨ ଓ ଫେଜ୍‌ ୩ ହ୍ୟୁମାନ୍‌ ଟ୍ରାଏଲ୍‌ରେ ପହଞ୍ଚିଛନ୍ତି । ତେବେ ଭାରତ ଏଥିରେ ଆଗରେ ଥିବା ଜଣାଯାଇଛି ।

ଭାରତରେ କରୋନା ଭ୍ୟାକ୍‌ସିନ୍‌ ହ୍ୟୁମାନ୍‌ ଟ୍ରାଏଲ୍‌ର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଶା କରାଯାଉଛି ଏହା ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ ତାରିଖରେ ଦେଶରେ ଉପଲବ୍ଧ ହେବ । ତେବେ ଆସନ୍ତୁ ଜାଣିବା କେଉଁ ଦେଶ କରୋନା ଭ୍ୟାକ୍‌ସିନ ପ୍ରସ୍ତୁତିରେ କେତେ ଆଗରେ ଅଛନ୍ତି ।

ତଳେ ଦିଆଯାଇଥିବା ଟେବୁଲ୍‌ ଅନୁଯାୟୀ ଆପଣ କରୋନା ଭ୍ୟାକ୍‌ସିନ୍‌ର ସ୍ଥିତି ସମ୍ପର୍କରେ ଜାଣି ପାରିବେ

 

ଏବେ ସବୁଠି ଆଗରେ ଅଛି ଭାରତର କୋଭାକ୍ସିନ । ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)ପୁନେ ଓ ଆଇସଏମ୍‌ଆର୍‌ ସହଯୋଗରେ ବାୟୋଟେକ୍‌ ଇଣ୍ଟରନେସ୍‌ନାଲ୍‌ ଲିମିଟେଡ୍‌ କରୋନା ଭ୍ୟାକ୍‌ସିନ୍‌ କୋଭାକ୍ସିନ ପ୍ରସ୍ତୁତ କରିଛି । ଯାହାର ହ୍ୟୁମାନ୍‌ ଟ୍ରାଏଲ୍‌ ନିକଟରେ ସରିଛି । ଏହା ଅଗଷ୍ଟ ୧୫ ତାରିଖରେ ଭାରତରେ ବ୍ୟବହାର ଉପଯୋଗୀ ହେବ ବୋଲି ଜଣାପଡ଼ିଛି ।

Niharanjan

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

14 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

17 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

40 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

55 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

1 hour ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

1 hour ago