ବିକାନେର୍ରେ ୧୦୦ ଫୁଟ୍ ତଳକୁ ଧସିଲା ମାଟି, ରିଲ୍ସ କରିବାକୁ ଲୋକେ ପହଞ୍ଚିବାରୁ ପ୍ରଶାସନ ଲଗାଇଲା ୧୪୪ ଧାରା
ରାଜସ୍ଥାନର ବିକାନେର୍ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଲୁଣକରଣସର ତହସିଲ ଅନ୍ତର୍ଗତ ସହଜରାସର ଗାଁରେ କିଛି ଦିନ ତଳେ ଏକ ଦେଢ଼ ବିଘା ଜମି ୧୦୦ ଫୁଟ୍ ତଳକୁ ଧସିଯାଇଥିଲା । ମାଟି ଧସିଯିବା ପରେ ଏଠାକାର ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ବଦଳିଯାଇଛି, ଯେପରି ଏହା ବିଦେଶର କୌଣସି ଏକ ଜିଓଲୋଜିକାଲ୍ ସାଇଟ୍ ପରି ଲାଗୁଛି । ତେଣୁ ଏହି ସ୍ଥାନରେ ସେଲ୍ଫି ଏବଂ ରିଲ୍ସ କରିବା ପାଇଁ ଶହ ଶହ ଲୋକ ଆସୁଛନ୍ତି ।…
Read More...