ସୁବର୍ଣ୍ଣପୁର(କେନ୍ୟୁଜ୍): ବିଦ୍ୟୁତ୍ ତାର ନେଲା ଜୀବନ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପା ଓ ବଡ ପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ସାନ ପୁଅର ଅବସ୍ଥା ଗୁରୁତର ରହିଛି। ଗୁରୁତର ଅବସ୍ଥାରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଜଙ୍ଗଲରେ ଏହି ଅଘଟଣ ଘଟିଛି। ବାପାଙ୍କ ସହ ଦୁଇ ପୁଅ ଜଙ୍ଗଲକୁ ଯାଇଥିବାବେଳେ ବାର୍ହା ଶୀକାର ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
Trending
- ସାରା ରାଜ୍ୟର ୧୬୧ କେନ୍ଦ୍ରକୁ ପଠାଯାଉଛି କୋଭିଡ ଭ୍ୟାକସିନ୍
- ରାଜ୍ଯରେ ଆଜି ୧୮୬ କରୋନା ପଜିଟିଭ୍ ଚିହ୍ନଟ, ଗଲା ୨ଜଣଙ୍କ ଜୀବନ
- ରାଜ୍ଯରେ ଆଜି ୧୮୬ କରୋନା ପଜିଟିଭ୍ ଚିହ୍ନଟ, ଗଲା ୨ଜଣଙ୍କ ଜୀବନ
- କଟକରେ ପୁଣି ନକଲି ଜର୍ଦ୍ଦା କାରଖାନା ଠାବ
- ଚିଲିକାରେ ଆରମ୍ଭ ହୋଇଛି ପ୍ରାଣୀ ଓ ଉଦ୍ଭିଦ ଗଣନା
- ଭାରସାମ୍ୟ ହରାଇ ପଦ୍ମପୁର ନିକଟରେ ଏକ ହୋଟେଲ ଭିତରକୁ ପଶିଗଲା ତେଲ ଟ୍ୟାଙ୍କର
- କଟକ ହରିଡାପାଳ ଗାଁରେ ବଣୁଆ ହାତୀପଲଙ୍କ ଆତଙ୍କ
- ନୟାଗଡ: ସିଂହାପଡା ଇଣ୍ଡିଆନ୍ ଅଏଲ ପେଟ୍ରୋଲ ଟାଙ୍କିରେ ନିଆଁ ଲାଗାଇଦେଲେ ଦୁର୍ବୃତ୍ତ
- ବ୍ରିସବେନ୍ରେ ଶେଷ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ
- ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଟିକାକରଣ ଅଭିଯାନର କରିବେ ଶୁଭାରମ୍ଭ