ବନ୍ୟା ଯୋଗୁ ନଷ୍ଟ ହେଲା ଦୁବାଇର ସୌନ୍ଦର୍ଯ୍ୟ, NASA ସେୟାର କଲା ପୂର୍ବ ଏବଂ ପରର ସାଟେଲାଇଟ୍ ଫଟୋ
ଗତ ସପ୍ତାହରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ହୋଇଥିବା ବର୍ଷା ସମସ୍ତ ରେକର୍ଡ ଭାଙ୍ଗିଥିଲା । ଏଠାରେ ବର୍ଷା ଏବଂ ଏହା ପରର ବନ୍ୟା ବ୍ୟାପକ ବିପର୍ଯ୍ୟୟ ଘଟାଇଥିଲା । ପ୍ରବଳ ମାତ୍ରାରେ ବର୍ଷା ଯୋଗୁ ଦୁବାଇ ସହର ଜଳମଗ୍ନ ହୋଇଯାଇଥିଲା । ବର୍ତ୍ତମାନ ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ବନ୍ୟା ପୂର୍ବ ଏବଂ ପରର ସାଟେଲାଇଟ୍ ଫଟୋ ଜାରି କରିଛି । ଏହି ଫଟୋରେ ଦୁବାଇରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ।
ସହରରେ କେବଳ…
Read More...