ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପିଟିସନ ଖାରଜ, ଶୁଣାଣି କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପଦରୁ ହଟାଇବା ପିଟିସନ ହାଇକୋର୍ଟରେ ଖାରଜ ହୋଇଛି । କେଜ୍ରିଓ୍ଵାଲଙ୍କୁ ସିଏମ୍ ପଦରୁ ହଟାଇବାକୁ ଦାବି କରୁଥିବା ପିଆଇଏଲ୍ (PIL) ଉପରେ ଶୁଣାଣି କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ଆବେଦନ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ କହିଛନ୍ତି, ଏମିତି କୌଣସି ସାମ୍ବିଧାନିକ ବାଧ୍ୟତା ନାହିଁ ଯେ ଅରବିନ୍ଦ କେଜ୍ରିୱାଲ ତାଙ୍କ ପଦରେ ଜାରି ରହିପାରିବେ ନାହିଁ ।
ହାଇକୋର୍ଟ…
Read More...