ଆସିଗଲା ପୋଷ୍ଟ ଅଫିସର ସୁପରହିଟ୍ ସ୍କିମ୍, ପାଞ୍ଚ ଲକ୍ଷ ଟଙ୍କା ଜମା କରି କେବଳ ସୁଧରୁ ହିଁ ପାଇବେ ୨ ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ବିବରଣୀ
ବଢ଼ିଆ ରିଟର୍ଣ୍ଣ ଏବଂ ସୁରକ୍ଷିତ ନିବେଶ ପାଇଁ ପୋଷ୍ଟ ଅଫିସର ସେଭିଙ୍ଗସ ସ୍କିମ ବହୁତ ଲୋକପ୍ରିୟ ହୋଇପାରିଛି । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅନେକ ପ୍ରକାରର ସେଭିଙ୍ଗସ ସ୍କିମ ଜାରି ରହିଛି । ଏଥିମଧ୍ୟରେ ଗୋଟିଏ ସ୍କିମରେ କେବଳ ସୁଧରୁ ହିଁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇପାରିବ । ଆଜ୍ଞା ହଁ ଆମେ କହୁଛୁ ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମ ବିଷୟରେ, ୫ ବର୍ଷର ଏହି ଯୋଜନାରେ ଟଙ୍କା ସୁରକ୍ଷିତ…
Read More...