ଘର ଭିତରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

କଟକ : ଘର ଭିତରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବତୀ ଜଣେ ଆଇନ ଛାତ୍ରୀ। କଟକ ମାଲଗୋଦାମ ଥାନା ଅନ୍ତର୍ଗତ ମୁରାଦ ଖାଁ ପାଟଣା ଅଞ୍ଚଳରେ ଭଡାରେ ରହୁଥିଲେ ଛାତ୍ରୀ । ମୃତ ଛାତ୍ରୀଙ୍କ ଘର ରାଉରକେଲା । ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ଏସ ସି ବି ପଠାଇଲା ମାଲଗୋଦାମ ଥାନା ପୋଲିସ । ମୃତ୍ୟର କାରଣ ଜଣାପଡି ନାହିଁ । ତଦନ୍ତ ଆରମ୍ଭ କରିଛି ପୋଲିସ ।
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ଦୈନିକ ରାଶିଫଳ: ଜାଣନ୍ତୁ ଆଜି ଆପଣଙ୍କ ରାଶି କ’ଣ କହୁଛି

ମେଷ: ଅନ୍ୟ ଦିନ ଅପେକ୍ଷା ଆଜି ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । କିଛି ବଡ଼ ଦାୟିତ୍ୱ ଆପଣଙ୍କ ଉପରେ ଆସିପାରେ । ବୃଷ: ଘରେ ଆପଣ ପାରିବାରିକ ସମସ୍ୟା ଶୁଣିବାରେ କିଛି ସମୟ ଅତିବାହିତ କରିବେ । କିଛି ଶୁଭ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି । ଆଜି ସାଙ୍ଗମାନଙ୍କଠାରୁ ଯଥେଷ୍ଟ ସମର୍ଥନ ପାଇବେ । ମିଥୁନ: ବ୍ୟବସାୟରେ ଆପଣ ଏକ ବଡ଼ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା…
Read More...

କ୍ରୀଡା