ବିବାହ ବିଚ୍ଛେଦ ପାଇଁ ପ୍ରଥମେ କୋର୍ଟରେ ଆଇନଗତ ଲଢ଼େଇ, ଏବେ ରାଜନୈତିକ ଲଢ଼େଇ ପାଇଁ ଦୁଇ ଷ୍ଟାର ତୟାର
ଭୁବନେଶ୍ୱର(କେନ୍ୟୁଜ୍): ବିବାହ ବିଚ୍ଛେଦ ପାଇଁ ପ୍ରଥମେ କୋର୍ଟରେ ଆଇନଗତ ଲଢ଼େଇ । ଆଉ ଏବେ ଓଲିଉଡର ଦୁଇ ନାମୀଦାମୀ ଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ରାଜନୈତିକ ଲଢ଼େଇ ପାଇଁ ତୟାର । ଅନୁଭବ ବିଜେପିରେ ସାମିଲ ହୋଇଥିବା ବେଳେ ବିଜେଡିରେ ବିଧିବଦ୍ଧ ଭାବେ ମିଶିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷା କହିଛନ୍ତି ମୁଁ ନବୀନ ସାରଙ୍କ ବଡ଼ ଫ୍ୟାନ। ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ବ୍ୟକ୍ତିତ୍ବ ମୋତେ…
Read More...