ପତ୍ନୀକୁ ନିର୍ଯାତନା ମାମଲାରେ ଚଢଉ କରିଥିଲେ ପୋଲିସ, ଘରୁ ଜବତ କଲେ ବନ୍ଧୁକ, ଗୁଳି, ତୀର ସହ ହରିଣ ଚମଡ଼ା
ବାଲେଶ୍ବର(କେନ୍ୟୁଜ୍) : ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ପତ୍ନୀକୁ ନିର୍ଯାତନା ମାମଲାରେ ଚଢଉ କରିବାକୁ ଯାଇ ପୋଲିସ ଚକିତ । ଘରୁ ଜବତ ହେଲା ବନ୍ଧୁକ, ଗୁଳି, ତୀର ସହ ହରିଣ ଚମଡ଼ା । ବାଲେଶ୍ବର ଟାଉନ ଥାନା ବାରବାଟୀ ଅଞ୍ଚଳରୁ ହରିଣ ଚମଡ଼ା ଜବତ ହୋଇଛି । ମୁକ୍ତି ରଣା ନାମକ ବ୍ୟକ୍ତିଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ହତ୍ୟା ଉଦ୍ୟମ କରିଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଏତଲା…
Read More...