Categories: ଦଶହରା

ଆସୁଛି ନବରାତ୍ରୀ, ପୂଜା ପୂର୍ବରୁ ଘରେ ରଖନ୍ତୁ ଏହି ସବୁ ଜିନିଷ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ୨୯ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ୭ ଅକ୍ଟୋବର ପଯ୍ୟର୍ନ୍ତ ଚାଲିବ। ଏହି ଦିନରେ ନଅ ଦିନ ପଯ୍ୟର୍ନ୍ତ ମା’ ଙ୍କୁ ପୂଜା କରାଯାଇଥାଏ। ୮ ଅକ୍ଟୋବର ଦିନ ଧୂମଧାମର ସହ ବିଜୟାଦଶମୀ ପାଳନ କରାଯିବ। ଏହାବ୍ୟତୀତ ୮ ଅକ୍ଟୋବର ଦିନ ହିଁ ମା’ ଙ୍କୁ ବିସର୍ଜନ କରାଯିବ। ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ହିଁ କିଛି ବିଶେଷ ସାମଗ୍ରୀ ଗରକୁ ନେଇ ଆସନ୍ତୁ। ତେବେ ଜାଣନ୍ତୁ ନବରାତ୍ରୀ ପୂର୍ବରୁ କେଉଁ ସବୁ ଜିନିଷର ଆବଶ୍ୟକତା ପଡ଼ିଥାଏ।

ଦେବୀ ପୂଜା ପାଇଁ ବିଶେଷ ସାମଗ୍ରୀ:

-ମାତାଙ୍କ ମୂର୍ତ୍ତି ସ୍ଥାପନା ପାଇଁ ଖଟୁଲି

-ମା’ଙ୍କ ଫଟୋ କିମ୍ବା ମୂର୍ତ୍ତି

-ଖଟୁଲିରେ ପକାଇବା ପାଇଁ ନାଲି କିମ୍ବା ହଳଦିଆ ରଙ୍ଗର କପଡ଼ା

-ମା’ଙ୍କୁ ସଜେଇବା ପାଇଁ ନାଲି ଓଢଣୀ

-ନଅ ଦିନ ପାଠ କରିବା ପାଇଁ ଦୁର୍ଗାସପ୍ତସତି ବହି ଆଣନ୍ତୁ

-କଳସ

-ସତେଜ ଆମ୍ବ ପତ୍ର

-ଫୁଲ ମାଳ

-ନଡ଼ିଆ

-ପାନ

-ସୁପାରି

-ଅଳେଇଚ

-ଲବଙ୍ଗ

-କର୍ପୂର

-ସିନ୍ଦୂର

-ଚାଉଳ

ଅଖଣ୍ଡ ଜ୍ୟୋତି ଜଳାଇବା ପାଇଁ ଆବାଶ୍ୟକୀୟ ସାମଗ୍ରୀ:

-ପିତ୍ତଳ କିମ୍ବା ମାଟିର ଦୀପ

-ଘିଅ

-ସଳିତା

-ଦୀପରେ ଲଗାଇବା ପାଇଁ ସିନ୍ଦୂର

-ଘିଅରେ ପକାଇବା କିମ୍ବା ଦୀପ ତଳେ ରଖିବା ପାଇଁ ଚାଉଳ

ନଅ ଦିନ ପାଇଁ ଯଜ୍ଞ ସାମଗ୍ରୀ:

-ଯଜ୍ଞ କୁଣ୍ଡ

-ଆମ୍ବ କାଠ

-ଯଜ୍ଞରେ ବ୍ୟବହାର କରିବା ପାଇଁ ସିନ୍ଦୂର

-ଜଡା ତେଲ

-ଚାଉଳ

-ଜଅ

-ଧୂପ

-ଚିନି

-ପଞ୍ଚାମୃତ

-ଘିଅ

-ଝୁଣା

-ଗୁଆ

-କର୍ପୂର

-ଯଜ୍ଞରେ ଲାଗି କରିବା ପାଇଁ ମିଠା

-ଶୁଦ୍ଧ ଜଳ

କଳସ ସ୍ଥାପନା ପାଇଁ ଆବଶ୍ୟକୀୟ ସାମଗ୍ରୀ:

-ଗୋଟିଏ କଳସ

-କଳସ ଏବଂ ନଡ଼ିଆରେ ବାନ୍ଧିବା ପାଇଁ କପଡା

-୫, ୭ କିମ୍ବା ୧୧ଟି ଆମ୍ବ ପତ୍ର

-କଳସରେ ସ୍ୱସ୍ତିକ କରିବା ପାଇଁ ସିନ୍ଦୂର

-କଳସ ଜଳରେ ବ୍ୟବହାର କରିବା ପାଇଁ ଶୁଦ୍ଧ ଜଳ କିମ୍ବା ଗଙ୍ଗା ଜଳ

-କେଶର

-କଳସ ତଳେ ରଖିବା ପାଇଁ ଚାଉଳ କିମ୍ବା ଧାନ

ମାତାଙ୍କ ଶୃଙ୍ଗାର ପାଇଁ ଆବଶ୍ୟକୀୟ ସାମଗ୍ରୀ:

-ନାଲି ଓଢଣୀ

-ସଙ୍ଖା

-ଅତର

-ସିନ୍ଦୂର

-ବିନ୍ଦି

-ମେହେନ୍ଦୀ

-କାଜଲ

-ମଙ୍ଗଳସୂତ୍ର କିମ୍ବା ମାଳ

-ପାଉଁଜି

-ନାଲି ଲିପଷ୍ଟିକ୍‌

-କାନର

-ନେଲପଲିସ୍‌

ଏହାସହ ପଢନ୍ତୁ: ଅଜବ ପ୍ରଥା: ଏହି ମନ୍ଦିରରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ପରସ୍ପର ଉପରକୁ ଫିଙ୍ଗନ୍ତି ନିଆଁ

ଦେବୀଙ୍କ ପୂଜାରେ ଏହି ସବୁ ଜିନିଷ ଉପରେ ରଖନ୍ତୁ ଧ୍ୟାନ:

-ପୂଜାରେ ତୁଳସୀ ପତ୍ର ବ୍ୟବହାର କରନ୍ତୁ ନାହିଁ

-ମା’ ଙ୍କ ମୂର୍ତ୍ତି କିମ୍ବା ଫଟୋରେ ସିଂହ ଗର୍ଜନ କରୁନଥିବା ଉଚିତ

-ଅଖଣ୍ଡ ଜ୍ୟୋତି ଲଗାଇବା ସମୟରେ ଘର ଛାଡି ଯିବା ଅନୁଚିତ

-ମୂର୍ତ୍ତିର ବାମ ପଟେ ଦୀପ ଲଗାନ୍ତୁ

-ଆସନରେ ବସି ପୂଜା କରନ୍ତୁ

KNews Bureau

Share
Published by
KNews Bureau
Tags: navratri

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

5 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

6 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

11 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

16 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

19 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

31 mins ago