SCBରେ ବିରଳ ଅସ୍ତ୍ରୋପଚାର, ପିଠିରେ ଗଳି ଛାତିରେ ବାହାରିଥିବା କାଠକୁ କାଢ଼ିଲେ ଡାକ୍ତର
କଟକ (କେନ୍ୟୁଜ): SCBରେ ବିରଳ ଅସ୍ତ୍ରୋପଚାର । ପିଠିରେ ଗଳି ଛାତି ପଟେ ବାହାରିଥିବା କାଠକୁ ସଫଳତାର ସହ ଅସ୍ତ୍ରୋପଚାର କରି ବାହାର କରିଛନ୍ତି ଏସସିବିର କାର୍ଡିଓଥୋରାସିକ୍ ସର୍ଜରୀ ବିଭାଗର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ।
ଗତ ରବିବାର ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଇଦାଖଡି ଗାଁର କିଶୋର ଅମ୍ବାଦୋର ମାରାଣ୍ଡିଙ୍କ ପିଠିରେ ଗଳିଯାଇଥିଲା ଗଛ ଡାଳ । ଗଛ ଉପରେ ଚଢି ଚଢେଇ ଆଣିବାକୁ ଉଦ୍ୟମ କରୁଥିବା ବେଳେ ଅଘଟଣ ଘଟିଥିଲା ।…
Read More...