ସାପର ଶତ୍ରୁ ହୋଇଥାଏ ଏହି ପକ୍ଷୀ, ଜାଣନ୍ତୁ କିପରି କରେ ଶିକାର
ସାପକୁ ଏକ ବିପଜ୍ଜନକ ଏବଂ ବିଷାକ୍ତ ପ୍ରାଣୀ ଭାବରେ ବିବେଚନା କରାଯାଏ । କିନ୍ତୁ ନେଉଳ ଏବଂ ସାପ ମଧ୍ୟରେ ଶତ୍ରୁତା ମଧ୍ୟ ବହୁତ ପୁରୁଣା ବୋଲି ଆପଣମାନେ ଜାଣିଥିବେ । କିନ୍ତୁ ଆପଣ ଜାଣନ୍ତି କି ନେଉଳ ପରି ମଧ୍ୟ ଏକ ପକ୍ଷୀ ଅଛି ଯିଏ ସାପମାନଙ୍କୁ ଦେଖିବା ମାତ୍ରେ ଶିକାର କରେ । ତେବେ ନେଉଳ ବ୍ୟତୀତ ଏକ ପକ୍ଷୀ ମଧ୍ୟ ଅଛି ଯିଏ ସାପର ଏକ ବଡ଼ ଶତ୍ରୁ ହୋଇଥାଏ । କୁକୁଡା ପରି ଦେଖାଯାଉଥିବା ଏହି ପକ୍ଷୀ ନିଜର ଥଣ୍ଟ ଦ୍ୱାରା ସାପର…
Read More...