ଖୋଲା ଓ୍ୱାଟର ସମ୍ପ ଭିତରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ, ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ
ହାଇଦ୍ରାବାଦ: ହାଇଦ୍ରାବାଦର ରାୟଦୁର୍ଗ ଅଞ୍ଚଳରେ ଘଟିଛି ଏକ ବଡ ଅଘଟଣ । ଅବହେଳା-ଅସାବଧନତା କାରଣରୁ ଚାଲିଯାଇଛି ଜଣଙ୍କ ଜୀବନ । ଏକ ଘରୋଇ ହଷ୍ଟେଲ ଭିତରେ ଘଟିଛି ଏହି ଘଟଣା । ସୂଚନା ମୁତାବକ, ଏକ ହଷ୍ଟେଲ ଭିତରେ ରହିଥିବା ଖୋଲା ଓ୍ୱାଟର ସମ୍ପ ଭିତରେ ପଡ଼ି ଜଣେ ୨୫ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ନା ହେଉଛି ଶେକ ଅକମଲ ସୁଫୁୟାନ୍ । ଯିଏକି ଗାଚିବାଓଲିର ଅଞ୍ଜୟା ନଗରରେ ଥିବା ଶାନମୁଖ ପୁରୁଷ ପିଜି (ପେଡ୍…
Read More...