ପୋଲିଂ ବୁଥରେ ପାଣି, ଛାଇ, ଶୌଚାଳୟ ସହ ହ୍ୱିଲ ଚେୟାରର ବ୍ୟବସ୍ଥା
କେନ୍ୟୁଜ୍: ପୋଲିଂ ବୁଥରେ ପାଣି, ଛାଇ, ଶୌଚାଳୟ, ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ରାମ୍ପ ଆଦି ପ୍ରସ୍ତୁତ ରହିଛି । ସ୍ଥାନୀୟ ବିଷୟବସ୍ତୁକୁ ନେଇ ପ୍ରତି ନିର୍ବାଚନ ମଣ୍ଡଳୀରେ ମଡେଲ ପୋଲିଂ ବୁଥ ସ୍ଥାପିତ ହୋଇଛି । ଏହାସହିତ ମହିଳାଙ୍କ ପାଇଁ ୫ ହଜାରରୁ ଅଧିକ ମହିଳା ପୋଲିଂ ବୁଥ ସ୍ଥାପିତ ହୋଇଛି ।
ଏହି ବୁଥଗୁଡିକର ସମସ୍ତ ପୋଲିଂ କର୍ମଚାରୀ ଓ ସୁରକ୍ଷାକର୍ମୀ ଭାବେ ମହିଳା କର୍ମଚାରୀ ରହିଛନ୍ତି । ଭୋଟର ପରିଚୟପତ୍ର…
Read More...