ଦୀର୍ଘ ୫ ବର୍ଷ ଧରି ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି ରିଟେଲର, ଧରାପଡିବା ପରେ ସତ ମାନିଲେ
ଜଳେଶ୍ୱର (କେନ୍ୟୁଜ୍): ସରକାର ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ପ୍ରତ୍ୟକ ମାସରେ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ମାତ୍ର କିଛି ଅସାଧୁ ରିଟେଲର ବିଭିନ୍ନ ଆଳ ଦେଖାଇ ଚଞ୍ଚକତା କରି ରାସନ କାର୍ଡ ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ, ବର୍ଷେ କି ଦି ବର୍ଷ ନୁହେଁ, ଦୀର୍ଘ ୫ ବର୍ଷ ଧରି ରିଟେଲର ଜଣକ ପ୍ରତ୍ୟକ ଅର୍ଣ୍ଣପୂର୍ଣ୍ଣା ଅନ୍ତଦୋୟ କାର୍ଡ ପିଛା ୨୫ କେଜି ଲେଖାଁଏ ଚାଉଳ କାଟୁଛନ୍ତି ।…
Read More...