Odisha News
.

ଢେଙ୍କାନାଳ: ମାଲବାହୀ ଟ୍ରେନ୍‌ ଧକ୍କାରେ ମାଇ ହାତୀ ମୃତ

ଢେଙ୍କାନାଳ(କେନ୍ୟୁଜ୍): ଟ୍ରନ୍‌ ଧକ୍କାରେ ମାଇ ହାତୀ ମୃତ । ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କଇଁଥପୋଲିଆ ନିକଟରେ ଏକ ମାଇ ହାତୀର ମୃତ୍ୟୁ ହୋଇଛି । ଆଜି ଭୋର ସମୟରେ ଏକ ହାତୀ ପଲ ଟ୍ରେନ୍‌ ଲାଇନ୍‌ ପାର ହେଉଥିବାବେଳେ ମାଲବାହୀ ଟ୍ରେନ୍‌ ଧକ୍କା ଦେଇଥିଲା। ଏଥିରେ ଏକ ମାଇ ହାତୀର ମୃତ୍ୟୁ ହୋଇଥିଲା। ତେବେ ହାତୀର ବୟସ ଜଣାପଡିନାହିଁ। ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

 

Loading...

Leave A Reply

Your email address will not be published.