ସାମ୍ନାକୁ ଆସିଲା ବିକ୍ରାନ୍ତ ମେସୀଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ର ଟିଜର, ଜାଣନ୍ତୁ ରିଲିଜ୍ ଡେଟ୍
ବଲିଉଡ ଅଭିନେତା ବିକ୍ରାନ୍ତ ମେସୀ ତାଙ୍କ ଫିଲ୍ମ ‘12th Fail’ ପରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏବେ ଏହି ଅଭିନେତା ତାଙ୍କ ଅପ୍କମିଂ ଫିଲ୍ମ ‘ସାବରମତି ରିପୋର୍ଟ’ ପାଇଁ ଜୋରସୋର ପ୍ରସ୍ତୁତି କରୁଛନ୍ତି । ତେବେ ଫ୍ୟାନ୍ସ ଏହି ଫିଲ୍ମ ଦେଖିବା ପାଇଁ ଖୁବ୍ ଉତ୍ସାହାର ସହ ଅପେକ୍ଷା କରିଛନ୍ତି । କିଛି ଦିନ ପୂର୍ବରୁ ଏହି ଫିଲ୍ମର ଏକ ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଥିଲା, ଯାହାପରେ ଲୋକମାନେ କାହାଣୀର ଗଭୀରତା ଜାଣିବାକୁ…
Read More...