ଦେଶଭକ୍ତି ଉପରେ ତିଆରି ବଲିଉଡ୍ ଫିଲ୍ମର ଦମଦାର ଡାଏଲଗ, ଯାହା ଏବେ ପାକିସ୍ତାନ ଆତଙ୍କୀଙ୍କ ଛାତିକୁ ଦେଉଛି ହାଣି . . . .

ପୁଲୱାମା ଆକ୍ରମଣର କଡା ଜବାବ ଏଥର ଭାରତୀୟ ବାୟୁସେନା ଦେଇଛି। ଭାରତୀୟ ବାୟୁସେନା ୧୨ ମିରାଜ-୨୦୦୦ ବିମାନ ରୁ ପାକିସ୍ତାନ ଅଧିକୃତ କାଶ୍ମୀର ରେ ଚାଲୁଥିବା ଆତଙ୍କବାଦୀ ସଂଗଠନ ଜେସ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପକୁ ୧ହଜାର କିଲୋ ର ବମ ପକେଇକି ଉଡେଇ ଦେଇଛି। ଏହାପରେ ପାକିସ୍ତାନକୁ ମାନେପଡି ଯାଉଛି, ବଲିଉଡର ଦେଶଭକ୍ତି ଉପରେ ତିଆରି ଫିଲ୍ମର ଦମଦାର ଡାଇଲଗ। ଯାହା ଆତଙ୍କବାଦୀଙ୍କୁ ପ୍ରତି ମୁହୂର୍ତ୍ତରେ କନ୍ଦାଉଛି ା
ଦେଖନ୍ତୁ କିଛି ଡାଏଲଗ୍