Categories: ମନୋରଂଜନ

ସମ୍ବଲପୁରରେ ନିର୍ମାଣ ହେଲା ହଲିଉଡ୍‌ ମାନର ଫିଲ୍ମ ‘ଆଇଲେଣ୍ଡ ଅଫ୍‌ ଆଲିଗେଟର୍‌’

ସମ୍ବଲପୁର(କେନ୍ୟୁଜ୍) : ସମ୍ବଲପୁରରେ ନିର୍ମାଣ ହେଲା ହଲିଉଡ୍‌ ମାନର ଫିଲ୍ମ । ସମ୍ପୂର୍ଣ ଗ୍ରୀନ୍‌ ଇଫେକ୍ଟ ଓ ଥ୍ରୀଡି ଇଫେକ୍ଟରେ ୱାଇଲ୍ଡ ଲାଇଫ୍‌ର ବିଲୁପ୍ତ ଜୀବଜନ୍ତୁକୁ ନେଇ ଫିଲ୍ମ ନିର୍ମାଣ ହୋଇଛି । ଏହାକୁ ନିର୍ମାଣ କରିଛନ୍ତି ସମ୍ବଲପୁରର ଜଣେ ଯୁବ କଳାକାର ଶାନ୍ତନୁ ଦାସ ।

ଅଦ୍ଭୁତ ଜଙ୍ଗଲ ନାମକ ଏହି ଫିଲ୍ମରେ ୧୬ ମିନିଟ୍‌ ଧରି ବୁଢାରଜା ଜଙ୍ଗଲରେ ଡାଇନେସର୍‌, ସିଂହ, ବିଲୁପ୍ତ ଜୀବଜନ୍ତୁ ସାଙ୍ଗକୁ କାଳ୍ପନିକ ଜୀବଜନ୍ତୁ ସ୍ଥାନ ପାଇଛନ୍ତି । ଆଗକୁ ମଧ୍ୟ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ଥିବା ବିଭିନ୍ନ ପାହାଡରେ ଆଇଲେଣ୍ଡ ଅଫ୍‌ ଆଲିଗେଟର୍‌ ନାମକ ଏକ ଫିଲ୍ମ ନିର୍ମାଣ କରିବେ ବୋଲି ସେ କହିଛନ୍ତି । ଶାନ୍ତନୁଙ୍କ ଏଭଳି ଦକ୍ଷତାକୁ ବେସ୍‌ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

15 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

15 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

19 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

42 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

50 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

56 mins ago