କନ୍ୟା ଦିବସରେ ନିଜ ଝିଅଙ୍କ ଅଝଟିଆ ଫଟୋ ସେୟାର କଲେ ବି-ଟାଉନ୍ର ଏହି ଆକ୍ଟର
![](https://knewsodisha.com/wp-content/uploads/2019/09/820502-shweta.jpg)
ସେପ୍ଟେମ୍ବର ଚତୁର୍ଥ ରବିବାରକୁ କନ୍ୟା ଦିବସ ଭାବେ ପାଳନ କରାଯାଏ। ଆଜି କନ୍ୟା ଦିବସ ଅବସରରେ ସବୁ ମା’ମାନେ ନିଜ ଝିଅଙ୍କ ସହ ବିଶେଷ ମୁହୂର୍ତ୍ତ ବିତାଉଥିବା ବେଳେ ବି-ଟାଉନ୍ର ଅଭିନେତ୍ରୀମାନେ ମଧ୍ୟ ଏହି ସୁଯୋଗକୁ ହାତଛଡ଼ା କରିନାହାନ୍ତି। କନ୍ୟା ଦିବସରେ ବଲିଉଡ୍ର କିଛି ଚର୍ଚ୍ଚିତ ମା’ ନିଜ ଝିଅଙ୍କ ଫଟୋ ସେୟାର କରି କନ୍ୟା ଦିବସର ଶୁଭେଚ୍ଛା ଜଣାଇଛନ୍ତି।
View this post on Instagram
PSA- All non gnarly pictures are sponsored by *Friends For Navya Looking Glam* ©️
ଏହାସହ ପଢ଼ନ୍ତୁ: ଡ୍ରିମ୍ଗର୍ଲର ସଫଳତା ପରେ ଆୟୁଷ୍ମାନ୍ଙ୍କ ବଡ଼ ନିଷ୍ପତ୍ତି, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
View this post on Instagram
Happy Daughters Day 💕💖#AlwaysCloseToMyHeart 💘 @shanayakapoor02 💕💗💞💖💘💞💗💖 #BlessedWithTheBest 💕💖💞💓💗💖🧿
View this post on Instagram
Daughters should be celebrated everyday, even more so TODAY. #DaughtersDay
କବୀର ସିଂହ ଷ୍ଟାର ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ, ଅମିତାଭ ବଚ୍ଚନଙ୍କ ଝିଅ ଶ୍ରେୟା ବଚ୍ଚନ, ଅଜୟ ଦେବଗନଙ୍କ ସମେତ ଅନ୍ୟ ଆକ୍ଟରମାନେ ନିଜ ଝିଅଙ୍କ ଅଝଟ ବେଳର କିଛି ଫଟୋ ସେୟାର କରିଛନ୍ତି। ଫ୍ୟାନ୍ମାନେ ନିଜ ପ୍ରିୟ ଷ୍ଟାରଙ୍କ ଏହି ଫଟୋକୁ ଖୁବ୍ ପସନ୍ଦ କରିଛନ୍ତି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ଫଟୋଗୁଡ଼ିକୁ ୧ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଲାଣି।