କରୋନା ପାଇଁ ଆଗୁଆ ଗ୍ରୋସରୀ ସାମଗ୍ରୀ କିଣି ପକାଉଛନ୍ତି ଆଞ୍ଜେଲିନା ଜୋଲି, ଶପିଂ ମଲ୍‌ ସାମ୍ନାରେ କରାଗଲା ସ୍ପଟ୍‌

ହଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଆଞ୍ଜେଲିନା ଜୋଲି କରୋନା ଭାଇରସ୍‌କୁ ନେଇ ଚିନ୍ତିତ ଥିବା ନଜର ଆସିଛନ୍ତି। ନିକଟରେ ତାଙ୍କୁ ଝିଅ ଭିଭିୟାନ୍‌ଙ୍କ ସହ ଶପିଂ କରୁଥିବାର ଦେଖାଯାଇଥିଲା। ଏକ ଇଂଲିଶ େଓ୍ଵବ୍‌ସାଇଟ ମୁତାବକ, ଶଟ୍‌ଡାଉନ ପୂର୍ବରୁ ଆଞ୍ଜେଲିନା କରୋନା ପାଇଁ ଜରୁରୀ ପ୍ରସ୍ତୁତି ଚଳାଇଛନ୍ତି।

g2

s2

ଝିଅକୁ ସାଥୀରେ ଧରି ଆଞ୍ଜେଲିନା ଲସ୍‌ ଏଞ୍ଜେଲସ୍‌ସ୍ଥିତ ଏକ ଗ୍ରୋସରୀ ଦୋକାନରୁ ସାମଗ୍ରୀ ସବୁ କିଣି ପକାଉଛନ୍ତି। ଏହି ସମୟରେ ମା’ ଝିଅଙ୍କ ହାତରେ ଗ୍ରୋସରୀ ଭର୍ତ୍ତି ବ୍ୟାଗ୍‌ ଦେଖିବାକୁ ମିଳିଛି। ଆଞ୍ଜେଲିନା ଓ ଆକ୍ଟର ବ୍ରାଡ୍‌ ପିଟ୍‌ଙ୍କ ଝିଅ ହେଉଛନ୍ତି ଭିଭିୟାନ୍‌। ୨୦୧୬ରେ ଦୁଇଜଣ ଅଲଗା ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.