Categories: ମନୋରଂଜନ

ସିଂହ ମୁହଁରେ କେକ୍ ମାରିବାରୁ ରାଗିଗଲେ ଏହି ଅଭିନେତ୍ରୀ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିଜ ବାର୍ଥଡେ ପାର୍ଟୀରେ ସାଙ୍ଗମାନେ ଜଣେ ଜଣଙ୍କ ମୁହଁରେ କେକ୍ ଲଗାଉଥିବା ଦେଖାଯାଏ। କିନ୍ତୁ ଏହି ଦିନରେ ସୋସିଆଲ ମିଡିଆରେ ଏକ ଭିନ୍ନ ଧରଣର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କିଛି ଲୋକ ପ୍ରଥମେ ଗୋଟେ ବାଘ ସହିତ ଫଟୋ ଉଠାଉଛନ୍ତି ଏବଂ ପରେ ତା ମୁହଁରେ କେକ୍ ମାରିଦେଉଛନ୍ତି। ସିଂହ ଏହାପରେ ସେଠାରୁ ପଳାଇଯାଇ ଦୂରରେ ଛିଡା ହୋଇ ନିଜ ମୁହଁରୁ କେକ୍ ଛଡାଇବା ପାଇଁ ଚେଷ୍ଟା କରୁଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ କ୍ରୋଧ ପ୍ରକାଶ କରିଛନ୍ତି। ରବୀନା ଟଣ୍ଡନ ନିଜ ଟ୍ବିଟରରେ ଭିଡିଓକୁ ରିଟ୍ବିଟ୍ କରି ଲେଖିଛନ୍ତି, ‘ହାରିଥିବା ଲୋକଙ୍କର ଦୟନିୟ ଅବସ୍ଥା। ଏମାନେ ସବୁ ନର୍କକୁ ଯିବେ। ମୁଁ ଚାହୁଁଛି ଲୋକଙ୍କା କର୍ମ ଆମ ‘ନାଗିନ’ ମୁଭି ଭଳି ତାଙ୍କ ସାମ୍ନାରେ ଆସୁ। ଯନ୍ତ୍ରଣାଦାୟକ ମ୍ରୁତ୍ୟୁ ହେଉ।

ରବୀନା ଟଣ୍ଡନଙ୍କର ଏହିଭଳିଭାବେ ସୋସିଆଲ ମିଡିଆରେ ଉଠାଇଥିବା ପଦକ୍ଷେପରୁ ମଧ୍ୟ ଲୋକଙ୍କର କ୍ରୋଧ ବଢ଼ିଗଲା। ଲୋକମାନେ କହିଛନ୍ତି ଯେ ଭିଡିଓରେ ଦେଖାଯାଉଥିବା ଲୋକଙ୍କୁ ଧରି କଠୋରରୁ କେଠୋର ଦଣ୍ଡ ମିଳିବା ଉଚିତ।

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

9 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

41 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

43 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

50 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

59 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

59 mins ago