ଐଶ୍ଵର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡିକୁ ବଲିଉଡର ସବୁଠାରୁ ପପୁଲାର ଯୋଡି ଭିତରୁ ଗୋଟିଏ ବୋଲି ଧରାଯାଏ। ଐଶ୍ଵର୍ଯ୍ୟା ରାୟ ନିଜର ଶାଶୂ ଜୟା ବଚ୍ଚନଙ୍କର ବହୁତ ନିକଟତର। ଜୟା ବଚ୍ଚନ ସବୁବେଳେ ନିଜ ବୋହୂର ପ୍ରଶଂସା କରୁଥିବାର ନଜର ଆସନ୍ତି। ତେବେ ଏବେ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହି ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଷ୍ଟେଜରେ ଐଶ୍ଵର୍ଯ୍ୟା ରାୟଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି। ତେବେ ସବୁଠାରୁ ଖାସ୍ କଥା ହେଉଛି ଶାଶୂଙ୍କ ମୁହଁରୁ ପ୍ରଶଂସା ଶୁଣି ଐଶ୍ଵର୍ଯ୍ୟା ରାୟ ଇମୋସନାଲ ହୋଇଯାଉଛନ୍ତି ଏବଂ ଆଖିରୁ ଲୁହ ବି ବାହାରି ପଡିଲା।
ଐଶ୍ଵର୍ଯ୍ୟା ରାୟ ଏବଂ ଜୟା ବଚ୍ଚନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓ ୨୦୦୭ ମସିହାର ଫିଲ୍ମଫେୟାର ଆଓ୍ଵାଡର୍ସର ଅଟେ। ତେବେ ଏହି ଭିଡିଓକୁ ଦେଖି ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…