Categories: ମନୋରଂଜନ

ଫିଲ୍ମ ଜଗତରୁ ଦୂରରେ ରହି ପତି ଅଭିଷେକଙ୍କୁ ସପୋର୍ଟ କରୁଛନ୍ତି ନୀଳନୟନା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ସବୁବେଳେ ସୋସିଆଲ ମିଡିଆରୁ ଦୂରେଇ ରହିଥାନ୍ତି। ଐଶ୍ୱର୍ଯ୍ୟା କାନ ଫିଲ୍ମ ଫେଷ୍ଟିଭାଲ ୨୦୧୯ ବେଳେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଥିଲେ। ଇନଷ୍ଟାଗ୍ରାମରେ ଐଶ୍ୱର୍ଯ୍ୟାଙ୍କ ୭୨ ଲକ୍ଷ ଫଲୋଏର୍ସ ରହିଛନ୍ତି। ଐଶ୍ୱର୍ଯ୍ୟା ରେଡ କାର୍ପେଟରେ ଫ୍ୟାନମାନଙ୍କ ସହିତ ଏକ ଫଟୋ ସେୟାର କରିଥିଲେ, ଯାହା ବେଶ ଭାଇରାଲ ହୋଇଥିଲା। ପୁଣି ଦୁଇ ମାସ ପରେ ପୁଣି ଏକ ପୋଷ୍ଟ କରିଛନ୍ତି।

ଏବେ ନୀଳନୟନା ନିଜ ପତି ଅଭିଷେକ ବଚ୍ଚନଙ୍କ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଅଭିଷେକ କବାଡି ଲିଗ ଟିମକୁ ଜୟପୁର ପିଙ୍କ ପାନ୍ଥରକୁ ସପୋର୍ଟ କରୁଥିବାର ନଜର ଆସିଥିଲେ। ଉକ୍ତ ଫଟୋରେ ଅଭିଷେକ ନିଜ ଟିମ ପାଇଁ ତାଳିମାରୁଥିବାର ନଜର ଆସିଛନ୍ତି। ଐଶ୍ୱର୍ଯ୍ୟାଙ୍କ ଏହି ଫଟୋରେ ଅଭିଷେକ କମେଣ୍ଟ କରି ଲେଖିଛନ୍ତି ’ମୋ ଲକି ଚାର୍ମ’। 

ଏହା ସହ ପଢ଼ନ୍ତୁ : କାହିଁକି ନିଜ ପୂର୍ବତନ ପ୍ରେମିକାଙ୍କ ହାତ ଛାଡନ୍ତି ନାହିଁ ସଲମାନ୍ ? ନିଜ ସମ୍ପର୍କକୁ ନେଇ ଭାଇଜାନଙ୍କ ବଡ଼ ଖୁଲାସା

ଅଭିଷେକ ଜୟପୁର ଟିମ୍‌ର ମାଲିକ ଅଟନ୍ତି। ଗତକିଛି ଦିନ ହେବ ନିୟୁର୍କରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଫଟୋ ସମ୍ନାକୁ ଆସିଥିଲା। ସେହି ଫଟୋରେ ଅଭିଷେକ ନିଜର ଭାଣେଜୀ ନବ୍ୟା ନଭେଲି ସହିତ ନଜର ଆସିଥିଲେ। କେବଳ ଏତିକି ନୁହେଁ, ନିୟୁର୍କରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଅଭିନେତା ଋଷି କପୁରଙ୍କ ସହିତ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ। ନିତୁ କପୁର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ଋଷି, ନୀତୁ, ରଣବୀର, ରିଦ୍ଧିମା, ଆଲିଆ, ଐଶ୍ୱର୍ଯ୍ୟା, ଅଭିଷେକ ଏବଂ କପୁର ପରିବାରର ସମସ୍ତ ସଦସ୍ୟ ନଜର ଆସିଥିଲେ।

Swagatika

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

13 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

15 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

50 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago