ଅଜୟ ଦେବଗନଙ୍କ ଝିଅ ନ୍ୟାସା ସାଙ୍ଗଙ୍କ ସହିତ ମିଶି ଏପରି କଲେ ଡ୍ୟାନ୍ସ ଯେ ଭାଇରାଲ ହେଉଛି ଭିଡିଓ, ଆପଣ ବି ଦେଖନ୍ତୁ

ବଲିଉଡର ସିଂଘମ ଅଜୟ ଦେବଗନ ଫିଲ୍ମ ସହିତ ସୋସିଆଲ ମିଡିଆରେ ବି ନିଜ ପୋଷ୍ଟ ପାଇଁ ବହୁତ ଚର୍ଚ୍ଚାରେ ରୁହନ୍ତି। ଆକ୍ଟରଙ୍କ ସହିତ ତାଙ୍କ ସ୍ତ୍ରୀ କାଜୋଲ ଏବଂ ଝିଅ ନ୍ୟାସା ଦେବଗନ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ନ୍ୟାସା ନିଜର ଫଟୋ ଏବଂ ଭିଡିଓକୁ ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କୁ ଆକର୍ଷିତ କରିଥାନ୍ତି। ଏବେ କିନ୍ତୁ ନ୍ୟାସାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ସେ ନିଜର ଫ୍ରେଣ୍ଡସଙ୍କ ସହିତ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି। ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ସାଉଁଟୁଛି।

 

View this post on Instagram

 

oh @nysadevgan girl hmu and I’ll teach u how to twerk…for free! • #nysadevgan

A post shared by (@nysadevganx) on


ଅଜୟ ଦେବଗନଙ୍କ ଝିଅ ନ୍ୟାସା ଦେବଗନଙ୍କ ଏହି ଭିଡିଓଙ୍କୁ ତାଙ୍କ ଫ୍ୟାନ ପେଜରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଭିଡିଓରେ ଦେଖୁପାରୁଥିବେ ଯେ ନ୍ୟାସା ଷ୍ଟାଣ୍ଡ ବାଏ ମି ଗୀତରେ ନିଜର ଫ୍ରେଣ୍ଡସଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନ୍ୟାସା ଦେବଗନଙ୍କର ସୋସିଆଲ ମିଡିଆରେ ବହୁତ ଲମ୍ବା ଫ୍ୟାନ ଫଲୋଇଙ୍ଗ୍‌ ରହିଛି। ତାଙ୍କର ଗୋଟେ ପୋଷ୍ଟ ଖୁବ୍‌ ଭାଇରାଲ ହୋଇଥାଏ।

 

View this post on Instagram

 

Really don’t see much of her these days ❤️💔 • #nysadevgan @kajol

A post shared by (@nysadevganx) on


ନ୍ୟାସା ଦେବଗନଙ୍କର ଏହି ଭାଇରାଲ ଡ୍ୟାନ୍ସ ଭିଡିଓକୁ ଦେଖି ତାଙ୍କର ଫ୍ୟାନ୍ସ ଖୁବ୍‌ ତାରିଫ କରୁଛନ୍ତି। କେବଳ ଏତିକି ନୁହେଁ ବିଭିନ୍ନ ପ୍ରକାର ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନ୍ୟାସା ଦେବଗନ ବଲିଉଡର ସବୁଠାରୁ ପପୁଲାର ଷ୍ଟାର କିଡଙ୍କ ମଧ୍ୟରୁ ଜଣେ।

Leave A Reply

Your email address will not be published.