ନିଜ ଝିଅକୁ ବଞ୍ଚାଇବା ପାଇଁ ଏମିତି କାଣ୍ଡ ରଚିଥିଲେ ଅଜୟ ଦେବଗନ, ଭିଡିଓରେ ସ୍ୱୀକାର କଲେ ଦୋଷ

ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ୍ରିଶ୍ୟମ ୨’ର ଟ୍ରେଲର ଲଞ୍ଚ ହୋଇଛି। ଫିଲ୍ମର ପ୍ରଥମ ଭାଗ ‘ଦ୍ରିଶ୍ୟମ’ର ସସପେନ୍ସ ଏବଂ ଥ୍ରୀଲର କାହାଣୀ ଉପରେ ଏପର୍ଯ୍ୟନ୍ତ ପରଦା ଉଠିନଥିବା ବେଳେ ଦ୍ରିଶ୍ୟମ ୨ରେ ବିଜୟ ସଲଗାଓ୍ଵଙ୍କର(ଅଜୟ ଦେବଗନ)ଙ୍କ ରାଜରୁ ପରଦା ଉଠିବ। ରିଲିଜ ହୋଇଥିବା ଟ୍ରେଲରରେ ଫିଲ୍ମର ପ୍ରଥମ ଭାଗର କାହାଣୀ ଦେଖିବାକୁ ମିଳିଛି। ଯେଉଁଥିରେ ଅଜୟ ଦେବଗନ ନିଜ ପରିବାରକୁ ବଞ୍ଚାଇବା ପାଇଁ ମାୟାଜାଲ ତିଆରି କରୁଛନ୍ତି। ହେଲେ ଏଥର ଟ୍ରେଲରରେ ବିଜୟ ନିଜର ଦୋଷ ସ୍ୱୀକାର କରୁଥିବା ନଜର ଆସୁଛନ୍ତି।

 

View this post on Instagram

 

A post shared by Ajay Devgn (@ajaydevgn)

ଫିଲ୍ମର ଟ୍ରେଲର ‘ଦ୍ରିଶ୍ୟମ’ ଫିଲ୍ମର ପ୍ରଥମ ଭାଗ ଦେଖିବାକୁ ମିଳିଥିବା ବେଳେ ଦ୍ୱିତୀୟ ଭାଗରେ ଅଜୟ ଦେବଗନ ନିଜର ଦୋଷକୁ ସ୍ୱୀକାର କରୁଥିବା ଏକ ଭିହିଓ ଦେଖିବାକୁ ମିଳିଛି। ଫିଲ୍ମର ନିର୍ମାଣ ଅଭିଷେକ ପାଠକ କରିଥିବା ବେଳେ ଫିଲ୍ମଟି ଆସନ୍ତା ୧୮ ନଭେମ୍ବରରେ ରିଲିଜ ହେବ। ଆଜି ଫିଲ୍ମର ଟ୍ରେଲର ଲଞ୍ଚ ହୋଇଛି। ଏଥିରେ ଅଜୟ ଦେବଗନ, ତବୁ, ଶ୍ରେୟା ସରନ, ଅକ୍ଷୟ ଖାନ୍ନା, ଈଶିତା ଦତ୍ତା, ମୃଣାଲ ଯାଦବ, ରଜତ କପୁର ପ୍ରମୁଖ ଭୂମିକାରେ ନଜର ଆସିବେ।

 

View this post on Instagram

 

A post shared by Ajay Devgn (@ajaydevgn)

Also Read : ‘ଦୋଷୀକୁ ଦଣ୍ଡ ମିଳିଲେ ମୋ ଆତ୍ମା ଶାନ୍ତି ପାଇବ’, ବୈଶାଳୀଙ୍କ ସୁଇସାଇଡ ନୋଟରୁ ଖୁଲାସା ହେଲା ଆତ୍ମହତ୍ୟାର ଗୁମର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.