ଏ ହେଉଛନ୍ତି ଆମେରିକାର ‘ପୁନମ ପାଣ୍ଡେ’, ଯିଏ କଥା କଥାରେ କାଢି ଦିଅନ୍ତି ନିଜ ପୋଷାକ

ଲୌରେନ ସମର ଆମେରିକାର ଲୋକପ୍ରିୟ ମଡେଲର୍‌। ବର୍ତ୍ତମାନ କରୋନା ଭାଇରସ ବିଶ୍ୱକୁ କବଳିତ କରିସାରିଥିବା ବେଳେ ଏନେଇ ଲୌରେନ ସମର ମଧ୍ୟ ସଚେତନ ରହିଛନ୍ତି। ସେ ମଧ୍ୟ ଏଭଳି ଆଇସୋଲେସନର ଜୀବନ ବିତାଉଛନ୍ତି କିନ୍ତୁ ଏଥିରେ ମଧ୍ୟ ସେ ରଙ୍ଗ ଭରିବାକୁ ଚେଷ୍ଟା ଜାରି ରଖିଛନ୍ତି। କୋରାନାର ଭୟ ଚାଲିଥିବା ବେଳେ ମଧ୍ୟ ସେ ନିଜର ନ୍ୟୁଡ୍‌ ସେଲ୍ଫି ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଟଏଲେଟ ପେପର୍‌ ଧରିଥିବାର ନଜର ଆସିଛନ୍ତି। ଏଭଳି କରିବା ଲୌରେନ ସମରଙ୍କ ପାଇଁ କିଛି ନୂଆ କଥା ନୁହେଁ। ଶରୀରରୁ ପୋଷାକ ବାହାର କରିବା ତାଙ୍କ ପାଇଁ କିଛି ବଡ କଥା ନୁହେଁ। ସେ ତାଙ୍କ ଇନଷ୍ଟାଗ୍ରାମରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୦୦ରୁ ଅଧିକ ଫଟୋ ଫୋଷ୍ଟ କରିସାରିଛନ୍ତି।

Lauren-Summerଏହିସବୁ ଫଟୋ ମଧ୍ୟରୁ ଅଧିକାଂଶ ତାଙ୍କର ବିନା ପୋଷାକ ଏବଂ ଟପଲେସ୍‌ ବେକଲେସ୍‌ ଫଟୋ ରହିଛି। ସୂଚନା ମୁତାବକ Play Boy ମାଗାଜିନ ପାଇଁ ମଡେଲିଙ୍ଗ କରୁଥିବା ଲୌରେନ ସମରଙ୍କ ଇନଷ୍ଟାଗ୍ରାମରେ ୨.୪ ମିଲିୟନ ଫଲୋର୍ସ ରହିଛନ୍ତି ଏବଂ ପ୍ରତ୍ୟେକ ଫଟୋରେ ଲକ୍ଷ ଲକ୍ଷ ଲାଇକ୍‌ ମଧ୍ୟ ରହିଛି। ଲୌରେନ ସମର MLB World ପରାମର୍ଶ ଦେଇଛନ୍ତି, ହାଥ ଧୁଅନ୍ତୁ ଏବଂ ସତ୍ତର୍କ ରୁହନ୍ତୁ।

Leave A Reply

Your email address will not be published.