ରିସ୍ତେ ମେ ତୋ ହମ୍‌ ତୁହ୍ମାରେ ବାପ୍‌ ଲଗତେହେ ମଗର ନାମ ହେ…

ଗମ୍ଭୀର ସ୍ୱର । ଦମଦାର ଡାଇଲଗ । ପୁଣି ଷ୍ଟାଇଲ୍‌ ଏକଦମ ଦର୍ଶକଙ୍କୁ ଘାଇଲା କଳା ଭଳି । ସିଏ ଯେଉଁଠି ଠିଆ ହୁଅନ୍ତି ସେଇଠାରୁ ଲାଇନ୍‌ ଆରମ୍ଭ ହୁଏ । ଅଭିନୟରେ ସେ ହେଉଛନ୍ତି ସମସ୍ତଙ୍କ ବାପା ଭଳି । ଆକସନ, ଇମୋସନ, କମେଡ଼ି, ଫାଇଟିଂ ପୁଣି ଗୀତ ସବୁଥିରେ ଏକ ନମ୍ବର । ଏସବୁ ପ୍ରଶଂସା କେବଳ ଗୋଟିଏ ଲୋକ ପାଇବାକୁ ହକଦାର । ଆଉ ସିଏ ହେଉଛନ୍ତି ଅମିତାଭ ବଚ୍ଚନ । ସିନେ ଜଗତର ଶେହେନଶାହ । ବଲିଉଡ୍‌ର ଏହି ବେତାଜ ବାଦଶାହଙ୍କର ଆଜି ଜନ୍ମ ଦିନ । ୮୦ ବର୍ଷରେ ପଦାର୍ପଣ କଲେ ବିଗ୍‌ ବି । ହେଲେ ଏବେବି ସିନେମା ହେଉ କି ଟିଭି ସବୁଥିରେ ସେ ତାଙ୍କ ଜଲଓ୍ଵା ଦେଖାଇ ଚାଲିଛନ୍ତି ।

ବୋଧହୁଏ କେବଳ ବଲିଉଡ୍‌ ନୁହେଁ ସାରା ବିଶ୍ୱରେ ଯଦି ଖୋଜି ଆଣିବେ ତେବେ ଯୁବା ବୟସରୁ ବୃଦ୍ଧ ହେବା ଯାଏ ଲଗାତର ଅଭିନୟ ଜାରି ରଖିଥିବା କଳାକାର ହେଉଛନ୍ତି ଅମିତାଭ ବଚ୍ଚନ । ନହେଲେ ୮୦ ବର୍ଷ ବୟସରେ ଲୋକେ ବିଛରାରୁ ଉଠିବାକୁ ସମର୍ଥ ହେଉନଥିବା ବେଳେ ଏଇ ଲମ୍ବୁ ଦାଦା କିଭଳି ନିଜକୁ ଫିଟ୍‌ ରଖି ଯୁବ ପିଢ଼ିଙ୍କ ସହ ଟକ୍କର ଦେଇ ଅଭିନୟ କରି ଚାଲିଛନ୍ତି । ଆସନ୍ତୁ ନଜର ପକାଇବା ଭାରତୀୟ ସିନେମାର କିମ୍ବଦନ୍ତୀ ପୁରୁଷଙ୍କ ମୁହଁରୁ ବାହାରିଥିବା କିଛି ଡାଇଲଗ୍‌ ଉପରେ । ଯାହାକୁ ବାରମ୍ବାର ଶୁଣିବାକୁ ଇଚ୍ଛା ହେଉଥିବ ନିଶ୍ଚୟ । ଆଉ ତାଙ୍କର ଗୋଟିଏ ଗୋଟିଏ ଡାଇଲଗ ପରେ ଆପଣା ଛାଏଁ ପାଟିରୁ ବାହାରି ଆସିବ …ଓ୍ଵାଃ ଓ୍ଵାଃ .…

 

1. डॉन का इंतजार तो ग्यारह मुल्कों की पुलिस कर रही है, लेकिन डॉन को पकड़ना मुश्किल ही नहीं, नामुमकिन है. (फिल्म डॉन)

2. रिश्ते में तो हम तुम्हारे बाप लगते हैं, नाम है शहंशाह. (फिल्म शहंशाह)

3. मैं आज भी फेंके हुए पैसे नहीं उठाता. (फिल्म दीवार)
4. मुझे जो सही लगता है, मैं करता हूं… फिर चाहे वो भगवान के खिलाफ हो, कानून के खिलाफ हो या पूरे सिस्टम के खिलाफ! (फिल्म- सरकार)

5. विजय दीनानाथ चौहान पूरा नाम, बाप का नाम दीनानाथ चौहान, मां का नाम सुहासिनी चौहान, गांव मांडवा, उमर 36 साल, नौ महीना आठ दिन सोलहवां घंटा चालू है. (फिल्म- अग्निपथ)

6. हम भी वो हैं, जो कभी किसी के पीछे खड़े नहीं होते। जहां खड़े हो जाते हैं, लाइन वहीं शुरू होती है. (फिल्म- कालिया)

7. हां, मैं साइन करूंगा, लेकिन… जाओ पहले उस आदमी का साइन लेकर आओ, जिसने मेरे हाथ में ये लिख दिया था, उसके बाद (फिल्म- दीवार)

8. तुम लोग मुझे ढूंढ रहे हो और मैं तुम्हारा यहां इंतजार कर रहा हूं… इसे अपनी जेब में रख ले पीटर, अब ये ताला मैं तेरी जेब से चाबी निकाल कर ही खोलूंगा (फिल्म- दीवार)

9. तुम्हारा नाम क्या है… बसंती (फिल्म- शोले)

10. जब तक बैठने का ना कहा जाए शराफत से खड़े रहो, ये पुलिस स्टेशन है, तुम्हारे बाप का घर नहीं, इसीलिए सीधी तरह खड़े रहो. (फिल्म- जंजीर)
11. परंपरा, प्रतिष्ठा, अनुशासन, ये इस गुरुकुल के तीन स्तंभ हैं… ये वो आदर्श हैं जिनसे हम आपका आने वाला कल बताते हैं… (फिल्म मोहब्बतें)

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.