Categories: ମନୋରଂଜନ

ପ୍ୟାରସେ କୁକୁରକୁ ଗୀତଗାଇ ଶୁଣାଉଥିଲେ ଅନୁଷ୍କା ଶର୍ମା, ହଠାତ କୁକୁରକୁ ଆସିଲା ରାଗ ଆଉ କରିଦେଲା ଏପରି ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଅନୁଷ୍କା ଶର୍ମା ଏକ କୁକୁର ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି । ଅନୁଷ୍କା କୁକୁର ସହିତ ମସ୍ତି ମୁଡ଼ରେ ଥିଲେ କିନ୍ତୁ ବୋଧହୁଏ ଏହା କୁକୁରଟିକୁ ପସନ୍ଦ ଆସିନଥିଲା ଯାହାପାଇଁ ସେ ଅନୁଷ୍କାଙ୍କ ଉପରେ ଆକ୍ରମଣ କରିଦେଇଥିଲା । ଭିଡିଓ ଦେଖିବା ପରେ ଫ୍ୟାନ୍ସମାନେ ଲଗାତାର କକମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଅନୁଷ୍କା ଶର୍ମା କୁକୁରଟିକୁ ନିଜର ଫିଲ୍ମ ‘ୟେ ଦିଲ ହେ ମୁସ୍କିଲ’ର ବୁଲେୟା ଗୀତ ଶୁଣାଉଥିଲେ କିନ୍ତୁ କୁକୁରଟି ଏହା ଉପରେ କୌଣସି ପ୍ରତିକ୍ରିୟା ଦେଉନଥିଲା । ଏହାପରେ ଅନୁଷ୍କା ଜୋର ଜୋର ସେ ଗୀତ ଗାଉଛନ୍ତି ଆଉ ତପରେ କୁକୁରଟି ଶ୍ରଦ୍ଧାରେ ତାଙ୍କ ଉପରେ ଚଢିଯାଉଛି ଏବଂ ଅନୁଷ୍କା ମଧ୍ୟ ତାକୁ ଆଲିଙ୍ଗନ କରୁଛନ୍ତି । ଅନୁଷ୍କାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଅନୁଷ୍କା ପଶୁ ମାନଙ୍କୁ ବହୁତ ଭଲ ପାଆନ୍ତି । ଏଥିପାଇଁ ମଧ୍ୟ କିଛି ଫ୍ୟାନ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି ।

ଏହାସହ ପଢନ୍ତୁ ଅଗ୍ନିପଥ ଚଳଚ୍ଚିତ୍ରରେ ହ୍ରିତିକଙ୍କ ସାନ ଭଉଣୀ ହୋଇଥିବା ଏହି ଅଭିନେତ୍ରୀ ଏବେ ଦେଖାଯାଉଛନ୍ତି କିଛି ଏପରି

ସୂଚନା ଅନୁଯାୟୀ ଅନୁଷ୍କା ଅତିଶୀଘ୍ର ‘ସତ୍ତେ ପେ ସତ୍ତା’ର ରିମେକରେ ଦେଖିବାକୁ ମିଳିବେ । ଶେଷଥର ପାଇଁ ଅନୁଷ୍କାଙ୍କୁ ‘ଜ଼ିରୋ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

25 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

28 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

34 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

43 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

43 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago