ମନୋରଂଜନ

ରିଅଲ୍‌ ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି ରିଲ୍ ଲାଇଫର ଚର୍ଚ୍ଚିତ ଯୋଡ଼ି ଅର୍ଚ୍ଚିତା-ସବ୍ୟସାଚୀ, ରାଜସ୍ଥାନର ଉଦୟପୁରରେ ଆଜି କରିବେ ବିବାହ

ଭୁବନେଶ୍ବର: ବିବାହ କରିବେ ଓଲିଉଡର ଚର୍ଚ୍ଚିତ ଯୋଡ଼ି । ଅର୍ଚ୍ଚିତାଙ୍କ ହାତ ଧରିବେ ସବ୍ୟସାଚୀ । ଆଜି ଓଲିଉଡ ସୁନ୍ଦରୀ ଅର୍ଚ୍ଚିତା-ସବ୍ୟସାଚୀ ବିବାହ କରିବେ । ଏନେଇ ଦୁହେଁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି ଇନଭିଟେସନ୍‌ । ରାଜସ୍ଥାନର ଉଦୟପୁରରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ବାହାଘରରେ ନିକଟ ସମ୍ପର୍କୀୟ ସାମିଲ ହେବେ । ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି ଅର୍ଚ୍ଚିତା-ସବ୍ୟସାଚୀ ।

ସୋସିଆଲ୍‌ ମିଡିଆରେ କରିଥିବା ପୋଷ୍ଟରେ ସେମାନେ ଲେଖିଛନ୍ତି, ସବୁ ଖରାପ ଓ ଭଲ ସମୟରେ ସମସ୍ତଙ୍କ ସହଯୋଗ ରହିଛି । ଆଗକୁ ସେଭଳି ସହଯୋଗ ରହିବ ବୋଲି କାମନା କରିଛନ୍ତି ଅର୍ଚ୍ଚିତା-ସବ୍ୟସାଚୀ । ପୂର୍ବରୁ ଓଲିଉଡର ଏହି ସୁପରହିଟ୍‌ ଯୋଡ଼ିଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଛି । ଶେଷରେ ରିଅଲ୍‌ ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି ଅର୍ଚ୍ଚିତା-ସବ୍ୟସାଚୀ । ଓଲିଉଡର ଅନେକ ସୁପରହିଟ୍‌ ଫିଲ୍ମରେ ଏମାନେ ଏକାଠି ଅଭିନୟ କରିଛନ୍ତି ।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

26 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

28 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago