ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ୬୯ବର୍ଷ ବୟସରେ ପରଲୋକ

ମୁମ୍ବାଇ : ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗାୟକ ବାପି ଲାହିରିଙ୍କ ଦେହାନ୍ତ । ୬୯ ବର୍ଷ ବୟସରେ ବାପି ଲାହିରିଙ୍କ ପରଲୋକ ହୋଇଛି । ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି।

ଚାଲତେ ଚାଲତେ ଡିସ୍କୋ ଡାନ୍ସର୍, ସରାବି ଭଳି ବହୁ ସୁପରହିଟ୍‌ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୨୦୨୦ ବାଗି-୩ ମୁଭି ଥିଲା ତାଙ୍କର ଶେଷ ମୁଭି । ସେଥିରେ ଭାନକାସ୍ ନାମକ ତାଙ୍କର ଶେଷ ବଲିଉଡ୍ ଗୀତ ଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.