ଓଲିଉଡ ଇତିହାସରେ ପ୍ରଥମ:  ଟ୍ବିଟ କରି ଓଡ଼ିଆ ମୁଭି ‘ତୁ ମୋର ଓକେ’କୁ ଶୁଭେଚ୍ଛା ଜଣାଇଲେ ବିଗ୍ ବି ଅମିତାଭ ବଚ୍ଚନ

କେନ୍ୟୁଜ୍(ବ୍ୟୁରୋ): ଓଲିଉଡ ଇତିହାସରେ ପ୍ରଥମ। ଓଲିଉଡ ଫିଲ୍ମକୁ ବିଗ୍ ବି ଅଭିତାଭ ବଚ୍ଚନଙ୍କ ଶୁଭେଚ୍ଛା। ସିଦ୍ଧାର୍ଥ ମ୍ୟୁଜିକର ୩୦ ତମ ଚଳଚ୍ଚିତ୍ର ହେଉଛି ‘ତୁ ମୋର ଓକେ’ ଯାହାର ପ୍ରଯୋଜକ ଅଛନ୍ତି ସୀତାରମ ଅଗ୍ରୱାଲ ଓ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ଷ୍ଟାଇଲିସ୍ ହିରୋ ଜ୍ୟୋତିଙ୍କ ସହ ଆଗଧାଡ଼ିର ନାୟିକା ଶୀତଲଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମଟି ଖୁବ ଜଲଦି ପରଦାକୁ ଆସିବାକୁ  ଯାଉଛି। ଯାହାକୁ ନେଇ ପ୍ରଯୋଜନା ସଂସ୍ଥା ସିର୍ଦ୍ଧାର୍ଥ ମ୍ୟୁଜିକର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ଅମିତାଭ୍ ଏହି ଫିଲ୍ମର ପୋଷ୍ଟରକୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି।

 

Leave A Reply

Your email address will not be published.