Categories: ମନୋରଂଜନ

Bigg-Boss 13ର ଟିଜର ରିଲିଜ୍, ସୋ’କୁ ନେଇ ବିଭିନ୍ନ ରାଜ୍ ଖୋଲିଲେ ସଲମାନ୍ ଖାନ୍

ମୁମ୍ବାଇ: ସଲମାନ ଖାନଙ୍କ ସୋ’ ବିଗ୍ ବସ୍ ୧୩ର ଟିଜର ରିଲିଜ୍ ହୋଇଯାଇଛି । ଟିଜରରେ ସଲମାନ୍ ଖାନ୍ ଷ୍ଟେସନ୍ ମାଷ୍ଟରର ଚରିତ୍ରରେ ନଜର ଆସୁଛନ୍ତି । ସଲମାନ୍ ଏହି ଟିଜରରେ ସୋ’ର ବହୁତ ରାଜ୍ ଖୋଲିଛନ୍ତି । ଦୃତ ଗତିରେ ଚାଲୁଥିବା ଏକ ଟ୍ରେନରେ ବସି ସଲମାନ୍ ସୋ’ର ଟ୍ବିଷ୍ଟ ଏବଂ ଟର୍ନ୍ସ ବିଷୟରେ କହୁଛନ୍ତି । ଅନ୍ୟପଟେ ସୋ’ର ଟ୍ବିଷ୍ଟ ସମ୍ପର୍କରେ ଟ୍ରେନର ଗତିରୁ ଅନୁମାନ ଲଗାଯାଇପାରୁଛି।

ଭିଡିଓରେ ସଲମାନ୍ କହୁଛନ୍ତି କି, କୃପା କରି ଧ୍ୟାନ ଦିଅନ୍ତୁ, ଚଳିତ ବର୍ଷ ବିଗ୍ ବସର ଗାଡି ହେବ ଷ୍ଟାର ସ୍ପେଶାଲ୍ । ଚାରି ସପ୍ତାହରେ ପହଁଚାଇବ ତତ୍କାଳ ଫାଇନାଲରେ । ଏହାପରେ ମଧ୍ୟ ସେଲିବ୍ରେଟି କପଡା ଫାଡି ବନାଇବେ ରୁମାଲ୍ । ଜଲଦି ଆସନ୍ତୁ ନହେଲେ ପଶ୍ଚାତାପ କରିବେ । ରୁହ…ରୁହ..,କୁହ…କୁହ…କମ ଶୁଣ ୟାର୍ ।

ଦେଖନ୍ତୁ ଭିଡିଓ:


‘ବିଗ୍ ବସ୍ ଟିଜରରେ ସଫା କରିଦିଆଯାଇଛି କି, ଏହି ଥର ସୋ’ରେ କେବଳ ଷ୍ଟାରର୍ସ ମାନେ ହିଁ ଏଂଟ୍ରି କରିବେ । ଅନ୍ୟପଟେ ସବୁଠାରୁ ବଡ ଟ୍ବିଷ୍ଟ୍ ଏହା କି ଷ୍ଟାର୍ସଙ୍କୁ କେବଳ ଚାରି ସପ୍ତାହରେ ହିଁ ନିଷ୍ପତ୍ତିରେ ପହଁଚିବାକୁ ପଡିବ । କିନ୍ତୁ ଏହାପରେ ମଧ୍ୟ ସେମାନଙ୍କ ଭିତରେ ସୋ ର ୱିନର୍ ଟ୍ରଫି ପାଇବା ପାଇଁ ଯୁଦ୍ଧ ଜାରି ରହିବ । ଏହି ଟିଜରରେ କିନ୍ତୁ ସୋ’ର ଲଞ୍ଚିଂ ତାରିଖର ଖୁଲାସା ହୋଇନାହିଁ । କିନ୍ତୁ ସୋସିଆଲ ମିଡିଆରେ ଟିଜର ପରେ ଚର୍ଚ୍ଚା ଯୋର ଧରିଛି କି ୨୯ ସେପ୍ଟେମ୍ବରରେ ଏହା ଅନଏୟାର ହୋପାରେ ।

ଏହାସହ ପଢନ୍ତୁ :

ମୁମ୍ବାଇର ବାର୍ ଡ୍ୟାନ୍ସର ବଦଳାଇ ଦେଲେ ମଧୁର ଭଣ୍ଡାରକରଙ୍କ ଜୀବନ, ଆଜି ତାଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ଅଜଣା କଥା

ଅପରପକ୍ଷେ ସୋ’କୁ ଆସିବାକୁଥିବା ସେଲିବ୍ରେଟି ମାନଙ୍କ ନା କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ଏହି ଲିଷ୍ଟରେ ଚଙ୍କି ପାଣ୍ଡେ,ରାଜପାଲ୍ ୟାଦବ,କରଣ ପଟେଲ୍,କରଣ ବୋହରା,ଟିନା ଦତ୍ତା ଏବଂ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ସମେତ ବହୁତ ଷ୍ଟାରସ୍ ମାନଙ୍କ ନାଁ ସାମିଲ୍ ଅଛି । କିନ୍ତୁ ଏଯାଏଁ ଫାଇନାଲ ଲିଷ୍ଟ ସାମ୍ନାକୁ ଆସିନାହିଁ ।

Sonalisa

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

2 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

18 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

27 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

36 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

52 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago