Categories: ମନୋରଂଜନ

ବିଗ୍‌ବସ୍‌ରେ ଦେଖିବାକୁ ମିଳିବ ନୂଆ ଟ୍ଵିଷ୍ଟି, ଓ୍ଵାଇଲ୍ଡ କାର୍ଡରେ ଏଣ୍ଟ୍ରି କରିପାରନ୍ତି ୫ ସଦସ୍ୟ

ବିଗ୍‌ବସ୍‌ର ସିଜିନ୍‌ ୧୩ରେ କେବେ କଣ ହେବ କିଛି କହିହେବ ନାହିଁ। ସୂଚନା ମୁତାବକ ବିଗ୍‌ ବସ୍‌ ଘରେ ଏବେ କିଛି ନୂଆ ଟ୍ଵିଷ୍ଟି ଦେଖିବାକୁ ମିଳିଛି। ପ୍ରତ୍ୟେକ ଦିନ ଘରେ ପରିବର୍ତ୍ତନ ମଧ୍ୟରେ ଏବେ ବିଗ୍‌ ବସ୍‌ ପୁଣି ଏକ ବଡ ଟ୍ଵିଷ୍ଟି ନେଇ ଆସୁଛି ବିଗ୍‌ ବସ୍‌। ରିପୋର୍ଟ ଅନୁଯାୟୀ ପୁଣି ଥରେ ବିଗ୍‌ ବସ୍‌ ଘରେ ଓ୍ଵାଇଲ୍ଡ କାର୍ଡ ଏଣ୍ଟ୍ରି ହେବାକୁ ଯାଉଛି।

ସୂଚନା ମୁତାବକ ଏବେ ବିଗ୍‌ବସ୍‌ ଘରେ ବହୁତ ଜଲଦି ୫ଜଣ ଓ୍ଵାଇଲ୍ଡ କାର୍ଡ ଏଣ୍ଟ୍ରି କରିପାରନ୍ତି। ଶୋ’ରେ ଆହୁରି ଅଧିକ ରୋମାଞ୍ଚ ଦେଖାଇବା ଏହା ପଛର ମୁଖ୍ୟ କାରଣ। କିଛି ଦିନ ହେବ ଟିଆରପି ରେସ୍‌ ରେ ବିଗ୍‌ବସ୍‌ ଆଗରେ ଚାଲିଛି। ସୂଚନା ମୁତାବକ ଘରେ ଆସିମ ରିୟାଜଙ୍କ ବାପା, ଶହନାଜ୍‌ ଗିଲ୍‌ଙ୍କ ବାପା, ମାହିଶ ଶର୍ମାଙ୍କ ମା’, ପାରସ ଛାବଡାଙ୍କ ମା’, ସିଦ୍ଧାର୍ଥ ଶୁକ୍ଳାଙ୍କ ମା’, ଶେଫାଳୀ ଜରିଓ୍ଵାଲାଙ୍କ ସ୍ୱାମୀ ଏବଂ ହିମାଂଶୀ ଖୁରାନା ଓ୍ଵାଇଲ୍ଡ କାର୍ଡରେ ଏଣ୍ଟ୍ରି କରିବେ। କିନ୍ତୁ ଏହି ସଦସ୍ୟ ବିଗ୍‌ ବସ୍‌ ଘରେ କେବଳ ୩ ରୁ୪ ଦିନ ରହିବେ।

ଗତ ମଙ୍ଗଳବାର ଏପିସୋଡ୍‌ରେ ସିଦ୍ଧାର୍ଥ ଶୁକ୍ଳା ଏବଂ ଶହନାଜଙ୍କ ବେକ୍ରଅପ୍‌ ହୋଇଯାଇଛି। କିଛି ଦିନ ପୂର୍ବରୁ ଉଭୟ ଖୋଲି କରି ନିଜ ଭଲପାଇବା ପ୍ରକାଶ କରିଥିଲେ। ସିଦ୍ଧାର୍ଥ ଶହନାଜଙ୍କୁ କହିଥିଲେ, ଯିଏ ନିଜ ମା-ବାପାଙ୍କ ସାଥ୍‌ ଦେଇନି ସେ କେବେ ବି ଅନ୍ୟ କାହାର ସାଥ୍‌ ଦେଇପାରିବ ନାହିଁ। ମତେ ଏପରି ଲୋକ ପସନ୍ଦ ନୁହଁ ଏବଂ ମୁଁ ଏଭଳି ଲୋକଙ୍କ ଠାରୁ ଦୂରରେ ରହିଥାଏ। ଗତ ତିନି ମାସ ମଧ୍ୟରେ ମୁଁ ତୁମର ଏହି ବ୍ୟବହାରକୁ ଅନେକ ଥର ଛୋଟ ପିଲା ଭାବି ଛାଡି ଦେଇଛି। ବହୁତ ଥର ମଧ୍ୟ ନ ବୁଝିପାରିଲା ଭଳି ଛାଡି ଦେଇଛି କିନ୍ତୁ ମୁଁ ଜାଣିଛି ତୁମେ ବହୁତ ସ୍ମାର୍ଟ। ମୁଁ ଏଭଳି ଲୋକଙ୍କ ଠାରୁ ଦୂରେଇ ରହିଥାଏ।

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

8 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

9 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago