ବିଗବସ ସିଜିନ-୧୪ର ୱିନର ରୁବିନାଙ୍କ ବୋଲ୍ଡ ଅନ୍ଦାଜ ଭିଡିିଓ ହେଲା ଭାଇରାଲ, ଦେଖନ୍ତୁ

ବିଗବସ ସିଜିନ-୧୪ ୱିନର ରୁବିନା ଦିଲ୍ଲେକ ବୋଲ୍ଡ ଅନ୍ଦାଜରେ ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି । ଫଟୋ ସୁଟ୍‌ରେ ବ୍ୟସ୍ତ ଥିବା ରୁବିନା ନିଜର ଏକ ଛୋଟ ଭିଡିିଓ କ୍ଲିପ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ଯାହାପରେ ଏହା ଖୁବ ଭାଇରାଲ ହୋଇଛି ।

ସୋସିଆଲ ମିଡିଆରେ ଆକ୍ଟିଭ ଥିବା ରୁବିନା ଏହି ଭିଡିଓରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ହଟ୍ ଏବଂ ସେକ୍ସି ଲୁକରେ ନଜର ଆସି ଦର୍ଶକଙ୍କୁ ଦିୱାନା କରିଛନ୍ତି । ତେବେ ଏହା ଅପଲୋଡ ହେବାର କିଛି ସମୟ ମଧ୍ୟରେ ପୋଷ୍ଟ ଭାଇରାଲ ହୋଇଛି । ୧ ଘଣ୍ଟା ମଧ୍ୟରେ ୧ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିଲେ । ଦେଖନ୍ତୁ ଭିଡିଓ..

 

View this post on Instagram

 

A post shared by Rubina Dilaik (@rubinadilaik)

ଏହି ଭିଡିଓରେ ଅନେକ କମେଣ୍ଟଓ ମଧ୍ୟ ଆସିଛି । କିଛିଜଣ ଉର୍ବଶୀ ରୌତେଲାଙ୍କ ସହ ରୁବିନାଙ୍କୁ ତୁଳନା କରିଛନ୍ତି । ଏହାବ୍ୟତିତ ନିଜ ଫଲୋର୍ସଙ୍କଠୁ ରୁବିନା ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.