ବିଜୁ ବାବୁଙ୍କ ନାଁରେ ନିର୍ମାଣ ହେଲା ଫିଲ୍ମ , ଲିଡ୍‌ ରୋଲ୍‌ରେ ଅନୁଭବ

ଭୁବନେଶ୍ବର (କେନ୍ୟୁଜ୍) : ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ନିର୍ମାଣ ହେଲା ଚଳଚ୍ଚିତ୍ର ବିଜୁ ବାବୁ। ମୁଖ୍ୟ ଚରିତ୍ରରେ ଅଛନ୍ତି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି। ଏହି ଚଳଚ୍ଚିତ୍ରର ପୋଷ୍ଟର କଟକ ଖ୍ରୀଷ୍ଟିଆନ୍ ପଡିଆରେ ରିଲିଜ୍ ହୋଇଛି।

ନୀଳମାଧବ ପଣ୍ଡା ନିର୍ଦ୍ଦେଶନା ଦେଇଥିବା ବେଳେ, ପ୍ରଯୋଜକ ଅଛନ୍ତି ଅକ୍ଷୟ ପରିଜା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମଆନନ୍ଦ। କେମିତି ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଉଛନ୍ତି ଅନୁଭବ ତାହା ଏହି ଚଳଚ୍ଚିତ୍ରର କାହାଣୀ।

 

View this post on Instagram

 

#BijuBabu

A post shared by ANUBHAV MOHANTY (@anubhavmohantyofficial) on